
ଗୋଲାମୁଣ୍ଡା ବ୍ଲକରେ ଭୀମ ଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ।
ଗୋଲାମୁଣ୍ଡା /୧୧/୧୨/୨୪/(ସୁରେନ୍ଦ୍ର କୁମାର ଭୋଇ) ଆଜି ଏକ ପବିତ୍ର ଦିନ, ଯାହାକି ଅସହାୟ ଭିନ୍ନ କ୍ଷମ ମାନଙ୍କ ପାଇଁ ଉଦ୍ଦିଷ୍ଟ ସାମର୍ଥ୍ୟ ଶିବିର, ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ଙ୍କ ନେତୃତ୍ୱରେ ଶିବିର ଆୟୋଜନ ହୋଇଥିଲା, ଏହି ଅବସରରେ ବିଡ଼ିଓ ଶ୍ରୀଧର ପଣ୍ଡା, ତହସିଲଦାର ଚନ୍ଦନ ନାଏକ, ବିରେନ୍ଦ୍ର କୁମାର କହଁର, ଚନ୍ଦନ କୁମାର ବାରିକ, ଡୋଳା ମଣି ପ୍ରଧାନ, ଚନ୍ଦ୍ର ସେଖେର ମୁଣ୍ଡ, ଶ୍ୟାମ ସୁନ୍ଦର…