ରଘୁନାଥପୁର ତହସିଲଦାର ଙ୍କ ବଦଳି ବାତିଲ ପାଇଁ ଅଣ୍ଟାଭିଡୁଛନ୍ତି ସାଂସଦ ବଦଳି ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ସଚେତନ ନାଗରିକଙ୍କ ଦାବୀ

ଜଗତସିଂହପୁର ତା ୮/୫(ନିପ୍ର) ରଘୁନାଥପୁର ଅଂଚଳର ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗକୁ ଭିତିକରି ରାଜ୍ୟ ସରକାର ରଘୁନାଥପୁର ତହସିଲଦାର ଅଭିପ୍ସା ପଟ୍ଟନାୟକଙ୍କ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତହସିଲକୁ ବଦଳି କରିଛନ୍ତି। ତାଙ୍କର ବଦଳି ନାମାକୁ ଅଂଚଳର କିଛି ଦୁର୍ନୀତିଗ୍ରସ୍ତ କୁଜିନେତା ଓ ଜୈନିକ ସାଂସଦ ବାତିଲ କରିବା ପାଇଁ  ମସୁଧା ଚଳାଇଥିବା କଥା ଅଞ୍ଚଳରେ ଚର୍ଚ୍ଚାଜୋର ଧରିଥିବାବେଳେ ଏହାକୁ ବିରୋଧ କରି ଗୁରୁବାର ଜିଲ୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରା…

Read More

ରାସ୍ତା ଉପରେ ହୁହୁହୋଇ ଜଳିଲା କାର ମୣତ୍ୟୁମୁଖରୁ ଅଳ୍ପକେ ବର୍ତ୍ତୀଲେ ପରିବାର ଲୋକେ

ଜଗତସିଂହପୁର ତା ୯/୫(ନିପ୍ର)ରଘୁନାଥପୁର ବ୍ଲକ ଅଧିନ ତାରପୁରବାଇପାସ କଟକ ପାରାଦୀପ ରାସ୍ତାରେ ଶୁକ୍ରବାର ଅପରାହ୍ନ ରେ ଏକ ମାରୁତି ସେଲର କାର ନଂ ODO1Z4377ହୁତହୁତ ହୋଇ ଜଳୁଥିବାର ଦେଖିବାକୁ ମିଳିଛି।ତେବେ ସ୍ଥାନୀୟ ହରିଷପୁର ଗ୍ରାମର ଜୈନିକ ବ୍ୟକ୍ତି ପରିବାର ସହିତ୪ଜଣ ନିଜ କାରେଯୋଗେ ନିଜ ଘରର ପୂଜାସାମଗ୍ରୀ କୁ ନେଇ ମହାନରେ ବିର୍ଜନ କରିବାକୁ ଯାଉଥିବାବେଳେ ରାସ୍ତାରେ ସୁଖିଥିବା ମୁଖଗଛ କାର ଚକାରେ ଲାଗି ନିଆଁଲାଗିଯାଇଥିଲା।କାର ରେ ନିଆଁ ଲାଗିବାଦେଖି ବାଇକରେ ଆସୁଥିବା ଜଣେ ବାଟୋଇ ଗାଡିଚାଳକକୁ…

Read More

ଖାଇଙ୍ଗ ଜଙ୍ଗଲ ନାଲା ପାଲଟିଛି ମଦ ମାଫିଆ l

ଭବାନୀପାଟଣା ତା ୧୦/୫/୨୫(ଜଗନ୍ନାଥ ଏକ୍ସପ୍ରେସ୍)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗର୍ଡ ବ୍ଲକ ହାତୀମୁଣ୍ଡା ରେତ ଡେମ ଠାରେ ଦୀର୍ଘ ଦିନ ହେବ ଚାଲିଥିଲା ଚୋରା ହାତ ରନ୍ଧା ମଦ କାରବାର କଳାହାଣ୍ଡି ଅବକାରୀ ସୁପରିଟେଣ୍ଡ ରଞ୍ଜନ କୁମାର ନାଏକ ଙ୍କ ନେତୃତ୍ୱରେ ବଡ ଧରଣର ଚଢ଼ାଉ କରିଥିବା ବେଳେ ପୁଣି ଆଜି ଖାଇଙ୍ଗ ଗ୍ରାମ ପଛ ପଟେ ଲାଗିରହିଥିବା ଜଙ୍ଗଲ ନାଲା ରେ ମଦ ମାଫିଆଙ୍କ ହବ ଜଙ୍ଗଲ ନାଲା ଠାରେ ଦେଶୀ ମହୁଲି ର କାରବାର ବହୁ ଜୋରସୋର…

Read More

ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୫, ଅନୁଷ୍ଠିତ, ୨୬୨୦ ଟି ମାମଲା ଫଇସଲା

ଭବାନୀପାଟଣା ତା ୧୦/୫/୨୫(ଜଗନ୍ନାଥ ଏକ୍ସପ୍ରେସ୍)କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଗୁଡିକରେ ଚଳିତ ବର୍ଷ ୨୦୨୫ ର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ତା ୧୦.ରିଖ (ଶନିବାର) ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ, ଶ୍ରୀ ଅନୁପ ରଞନ ପଟ୍ଟନାୟକ ଓ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଶୁଭଗୌତମ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ବିଭିନ୍ନ…

Read More

ବିଶିଷ୍ଟ ସମାଜସେବୀ କିଶୋର ସାମଲଙ୍କ ପରଲୋକ

ଭୁବନେଶ୍ୱର, ୭.୫ : ବରିଷ୍ଠ କଂଗ୍ରେସ ନେତା, ଚୌଦ୍ୱାରମୁ୍ୟନିସିପାଲିଟି ୧ ନମ୍ବର ୱାର୍ଡ଼ର ପୂର୍ବତନ କାଉନସିଲର,ଜଣାଶୁଣା ସମାଜସେବୀ ତଥା ଚୌଦ୍ୱାର କଲେଜର ପୁରାତନ ଛାତ୍ରସଂସଦର ଉପସଭାପତି କିଶୋର ସାମଲଙ୍କର ଆଜି ସକାଳେ ତାଙ୍କବାସଭବନରେ ପରିଲୋକ ହୋଇଯାଇଛି । ମୃତୁ୍ୟବେଳକୁ ତାଙ୍କୁ ୬୨ବର୍ଷ ବୟସ ହୋଇଥିଲା । ଗତ କିିଛିଦିନ ଧରି ସେ ଅସୁସ୍ଥ ଥିଲେ ।ମୃତୁ୍ୟଶଯ୍ୟା ନିକଟରେ ତାଙ୍କର ପନôୀ, ପୁତ୍ର, ପରିବାରବର୍ଗ ଓଆତ୍ମୀୟ ସଜ୍ଜ୍ୱନ ଉପସ୍ଥିତ ଥିଲେ । ଶ୍ରୀ ସାମଲଙ୍କ ମୃତୁ୍ୟ ଖବର ପ୍ର·ରିତହେବା…

Read More

ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥଧାମ ନାମକରଣ ପ୍ରତିବାଦରେ ଓଡ଼ିଆଅସ୍ମିତା ପରିଷଦର ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର, ୭.୫ : ପଶ୍ଚିମ ବଙ୍ଗଳାରେ ଦୀଘାଠାରେ ଗତ ଅକ୍ଷୟ ତୃତୀୟା ଦିନ ପ୍ରତିଷ୍ଠାହୋଇଥିବା ଜଗନ୍ନାଥଙ୍କର ଦାରୁ ବିଗ୍ରହ ସ୍ଥାପନ ପରେ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମନାମକରଣ କରିବା ଫଳରେ ପୁରୀ ଜଗନ୍ନାଥ ମନ୍ଦିରର ଗାରିମ ନଷ୍ଟ ଓ ମହିମାକୁ କ୍ଷୁର୍ଣ୍ଣ କରୁଛି ।ଏହି ଘଟଣାରେ ଯେଉଁ ସେବାୟତମାନେ ସମ୍ପୃକ୍ତ, ସେମାନଙ୍କୁ ତୁରନ୍ତ ଗିରଫ କରିବା ସହିତ ପୁରୀଶ୍ରୀମନ୍ଦିର ସେବାରୁ ଅବ୍ୟାହତି ଦେବାକୁ ଓଡ଼ିଆ ଅସ୍ମିତା ପରିଷଦ ତରଫରୁ ଦାବି କରାଯାଇବୁଧବାର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ…

Read More

ବିଜୁବାବୁଙ୍କୁ 2ୟ ବିଶ୍ୱଯୁଦ୍ଧ ପାଇଁ ରୁଷିଆର ସମ୍ମାନ,ଓଡିଶା ପାଇଁ ଗର୍ବ -ଓଡ଼ିଆ ଅସ୍ମିତା ପରିଷଦ

ଭୁବନେଶ୍ୱର ତା 5/5- ନାଜି ଜର୍ମାନୀର ଆକ୍ରମଣକୁ ବେଖାତିର କରି ଦ୍ୱତୀୟ ବିଶ୍ୱଯୁଦ୍ଧ ସମୟରେ ବିଜୁପଟନାୟକ ଯେଉଁ ସାହସ ଓ ପରାକ୍ରମ ଦେଖାଇ ଥିଲେ ସେଥିପାଇଁ ଆଜି ଅଶି ବର୍ଷ ପରେ ରୁଷିଆ ପକ୍ଷରୁ ବିଜୁବାବୁଙ୍କୁ ସମ୍ମାନିତ କରିବା ପାଇଁ ତାଂକ ପୁଅ ନବୀନ ପଟନାୟକଙ୍କ ପାଖକୁ ନିମନ୍ତ୍ରଣ ଆସିବା ଓଡ଼ିଆ ଜାତି ପାଇଁଗର୍ବ ଓ ଗୌରବ. ଓଡ଼ିଆ ଅସ୍ମିତା ପରିଷଦ ଏହାକୁ ସ୍ୱାଗତ କରୁଛି. ବିଜୁ ବାବୁଙ୍କ ସ୍ୱାଧୀନତା ସଂଗ୍ରାମକୁ ଅବଦାନ,ଦ୍ୱତୀୟ ବିଶ୍ୱ ଯୁଦ୍ଧ, ଇଣ୍ଡୋନେସିଆ…

Read More

କଲମା ବ୍ୟାରେଜର ୬୫ଗେଟ୍ ବନ୍ଦ,ଓଡ଼ିଶାରେ ଉକ୍ରଟ ଜଳ ସଙ୍କଟ : ସରକାରଙ୍କହସ୍ତକ୍ଷେପ ଦାବିକଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର, ୬.୫ : ଛତିଶଗଡ଼ ସରକାର କଲମା ବ୍ୟାରେଜର ସମସ୍ତ ଗେଟ୍ ବନ୍ଦ କରିବାଦ୍ୱାରା ଓଡ଼ିଶାରେ ଗମ୍ଭୀର ଜଳ ସମସ୍ୟା ସୃଷ୍ଟି ହୋଇଛି । ଚଳିତବର୍ଷ ଏପ୍ରିଲ ଆରମ୍ଭରୁ କଲମାବ୍ୟାରେଜର ୬୬ଗେଟ୍ ମଧ୍ୟରୁ ୬୫ଟି ଗେଟ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । କେବଳ ଗୋଟିଏଗେଟ୍ରେ ମାତ୍ର ୫ ସେଣ୍ଟିମିଟର ଖୋଲା ରହିଛି । ଯାହାଫଳରେ ମହାନଦୀର ନିମ୍ନ ଅବବାହିକା ଜଳସ୍ରୋତ କମିବା ସହିତ ମହାନଦୀର ସମସ୍ତ ଶାଖାନଦୀ ଗୁଡ଼ିକ ଶୁଖି ଗଲାଣି ।ପ୍ରତ୍ୟେକ ଥର ଛତିଶଗଡ଼ ସରକାରଙ୍କ…

Read More

ଡ୍ରାଇଭର ଙ୍କୁ ଆର୍ ଟିଓ ଲେଡି କନେଷ୍ଟବଳ ଙ୍କ ଚାପୁଡ଼ା ମାଡ।ତାତିଲେ ଡ୍ରାଇଭର ସଂଘ ।

ଭବାନୀପାଟଣା ତା ୩/୫/୨୫(ନିପ୍ର)କଳାହାଣ୍ଡି ଜିଲ୍ଲା ଆର୍ ଟିଓ କନେଷ୍ଟବଳ ଡ୍ରାଇଭର ଙ୍କ ଗାଲରେ ଚାପୁଡା ମରା ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ। ତାତିଲେ ଡ୍ରାଇଭର ସଂଘ। କିଛି ଦିନ ତଳେ ଦେପୁର ନିକଟରେ କଳାହାଣ୍ଡି ଆରଟିଓ ର ଗାଡି ଚେକିଙ୍ଗ ସମୟରେ ,ରାୟପୁର ଯାଉଥିବା ଟ୍ରକ ଡ଼୍ରାଇଭର ଇନ୍ଦ୍ରଦେବ ୟାଦବ ଙ୍କୁ ଅଟକାଇ ଥିଲେ। ୧୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ, ନଦେଲେ ୫୦ ହଜାର ଫାଇନ ଦେବେ ବୋଲି କହିଥିଲେ। ଡ଼୍ରାଇଭର ଙ୍କ କହିବା ଅନୁସାରେ…

Read More

କୋଣାର୍କ, ବିଶାଖା ଏବଂ ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ ଭୁବନେଶ୍ୱର ମୁଖ୍ୟ ଷ୍ଟେସନ ପରିବର୍ତ୍ତେ ଭୁବନେଶ୍ୱର ନୂତନ ଷ୍ଟେସନରୁ ଯାତ୍ରା ପ୍ରାରମ୍ଭ ଓ ଶେଷ କରିବ

11020/11019 ଭୁବନେଶ୍ୱର-ସିଏସଏମଟି ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ, 17015/17016 ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ ଏବଂ 22819/22820 ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସର ଟର୍ମିନାଲ ପଏଣ୍ଟ 12.05.2025 ଠାରୁ ପରିବର୍ତନ କରାଯାଇ ଭୁବନେଶ୍ୱର ନୂତନ ଷ୍ଟେସନ ଠାରୁ ଏହାର ଯାତ୍ରା ପ୍ରାରମ୍ଭ ଏବଂ ଶେଷ କରିବ |  ଉପରୋକ୍ତ ସମସ୍ତ ଟ୍ରେନଗୁଡ଼ିକ ମଞ୍ଚେଶ୍ୱର ରେଳ ଷ୍ଟେସନରେ ଉଭୟ ଦିଗରୁ ପ୍ରତ୍ୟେକ ଦୁଇ ମିନିଟ୍ ପାଇଁ ରହଣି ପ୍ରଦାନ କରିବେ |  ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ଉପୋରକ୍ତ ଟ୍ରେନ ଗୁଡିକ 20 ମିନିଟ୍…

Read More
Back To Top
× How can I help you?