
ବାରଣାସୀ କ୍ରୀଡା ଉତ୍ସବ ଉଦଯାପନ
କାଶୀନଗର ତା 30/11/24 ନଭେମ୍ବର ୨୮ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ଚାଲିଥିବା ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ତରଫରୁ ୭୦ତମ ବାର୍ଷିକ ଖେଳକୁଦ ଉତ୍ସବ ଆଡମ୍ବର ସହକାରେ ଆଜି ଉଦଯାପନ ହୋଇଯାଇଅଛି । ଏହି ଉତ୍ସବକୁ କାଶୀନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡମ୍ବରୁଧର ମଲ୍ଲିକ ମୁଖ୍ୟଅତିଥି ରୂପେ ଯୋଗଦେଇ ପିଲାଙ୍କ କଳା, ଖେଳ ଓ ସାହିତ୍ୟର ପ୍ରତିଭା ହିଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରେ ବୋଲି ବକ୍ତବ୍ୟ ରଖିଥିଲେ । ମାନନୀୟ…