ଓଡ଼ିଆ ପକ୍ଷ ପାଳନ ଅବସରରେ ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟର ଯୁବ ରେଡକ୍ରସ ତରଫରୁ ରକ୍ତଦାନ ଶିବିର ଆୟୋଜିତ

(ମୋଟ ୭୮ ୟୁନିଟ୍ ରକ୍ତ ସଂଗୃହୀତ)  ଭବାନୀପାଟଣା, ତା ୮.୪.୨୦୨୫:(ଜଗନ୍ନାଥ ଏକ୍ସପ୍ରେସ୍) ଓଡ଼ିଆ ପକ୍ଷ ପାଳନ ଅବସରରେ ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟର ଯୁବ ରେଡକ୍ରସ ଓ ରେଡ୍ ରିବନ କ୍ଲବ୍ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇ ଯାଇଛି। ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥଙ୍କ ପୃଷ୍ଠପୋଷକତାରେ ଆୟୋଜିତ ଉକ୍ତ ଶିବିରକୁ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ…

Read More

ସୁପ୍ରିମକୋର୍ଟଙ୍କ ଆଦେଶରେ ମଧ୍ୟପ୍ରଦେଶରେ ୨୭% ଓବିସି ସଂରକ୍ଷଣ, ଓଡ଼ିଶାରେ ୨୭ ଭାଗଓବିସି ସଂରକ୍ଷଣ ପାଇଁ ଓବିସି ଫୋରମର ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର, ୮.୪ : ୧୯୯୦ ମସିହା ଅଗଷ୍ଟ ୭ ତାରିଖ ଦିନ କେନ୍ଦ୍ର ସରକାର ସରକାରୀ·କିରିରେ ୨୭ ଭାଗ ପଛୁଆବର୍ଗ ସଂରକ୍ଷଣ ଲାଗୁ କଲେ । ବହୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କରଏହି ଘୋଷଣାକୁ ସମ୍ମାନ ଜଣାଇ ନିଜ ନିଜ ରାଜ୍ୟରେ ପଛୁଆବର୍ଗଙ୍କ ପାଇଁ ୨୭ଭାଗ ସଂରକ୍ଷଣକାର୍ଯ୍ୟକାରୀ କଲେ । କିନ୍ତୁ ଦୁଃଖର କଥା ଓଡ଼ିଶା ସରକାର ମଣ୍ଡଳ କମିଶନର ଏହି ସୁପାରିଶବିରୁଦ୍ଧରେ ସୁପ୍ରିମକୋର୍ଟ ଗଲେ ଏବଂ ରାଜ୍ୟରେ ଏହାକୁ ଲାଗୁ କଲେନାହିଁ । ପରେସୁପ୍ରିମକୋର୍ଟ ଆଇନ…

Read More

ଓଡ଼ିଶାରେ ଦୁଇଟି ପ୍ରକଳ୍ପ ସହ ଭାରତୀୟ ରେଳବାଇରେ ଚାରୋଟି ମଲ୍ଟିଟ୍ରାକିଙ୍ଗ ରେଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି:

ରେଳ ଧାରଣା କ୍ଷମତା ବୃଦ୍ଧି କରିବା ପାଇଁ ଭାରତୀୟ ରେଳବାଇ ଯାତ୍ରୀ ଏବଂ ପଣ୍ୟବାହୀ ଟ୍ରେନ ଗୁଡିକର ସୁଗମ ଏବଂ ଦ୍ରୁତ ପରିବହନ ସୁନିଶ୍ଚିତ କରିବା ପାଇଁ ଚାରୋଟି ମଲ୍ଟିଟ୍ରାକିଂ ପ୍ରକଳ୍ପ ହାତକୁ ନେବାକୁ ଯୋଜନା କରୁଛି। ଏହି ପଦକ୍ଷେପଗୁଡ଼ିକ ଯାତ୍ରା ସୁବିଧାକୁ ଉନ୍ନତ କରିବ, ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବ, ତୈଳ ଆମଦାନୀ ହ୍ରାସ କରିବ ଏବଂ ସ୍ଥାୟୀ ଏବଂ ଦକ୍ଷ ରେଳ ପରିଚାଳନାକୁ ସମର୍ଥନ କରି କାର୍ବନ ନିର୍ଗମନକୁ ହ୍ରାସ କରିବ। ପ୍ରକଳ୍ପଗୁଡ଼ିକ କୋଇଲା, ଲୁହାପଥର…

Read More

ଲୋକଙ୍କ ସେବାରେ ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ

ଭବାନୀପାଟଣା ତା ୪/୪/୨୦୨୫(ଜଗନ୍ନାଥ ଏକ୍ସପ୍ରେସ୍ )କଳାହାଣ୍ଡି ଜିଲ୍ଲା ଗୋଲାମଣ୍ଡା ବ୍ଲକ ଅଞ୍ଚଳରେ ଦିନକୁ ଦିନ ଚର୍ଚ୍ଚାର ବିଷୟ ଦେଖିବାକୁ ମିଳିଛି। ବ୍ଲକ୍ ଅଧ୍ୟକ୍ଷ ହେବ ତୋ ଏମିତି ଦୁଃଖୀ ହିନ ଅସହାୟ ବ୍ୟକ୍ତି ଗରିବ ଲୋକଙ୍କର ଦରଦୀ ବନ୍ଧୁ। ଦୁଃଖୀ ଦରିଦ୍ର ସେବା ତଥା ବୃଦ୍ଧ ବୃଦ୍ଧା ଙ୍କୁ ଭତା ଟଙ୍କାରେ ସାହାଯ୍ୟ ହେଉ ବା ଗରିବଙ୍କ ରାସନ କାର୍ଡ ରେ ଚାଉଳ ବା ଅନାନ୍ୟ ସମସ୍ୟା ର ସମାଧାନ କେମିତି ପାଇବେ ତାହା ନିର୍ଣ୍ଣୟ କରିବା…

Read More

ଶହୀଦ ରଘୁ-ଦିବାକରଙ୍କ ଆତ୍ମ ବଳିଦାନ ଅତୁଳନୀୟ ଶହୀଦଙ୍କ ଭବ୍ୟ ପ୍ରତିମୂର୍ତ୍ତି ରାଜଧାନୀରେ ପ୍ରତିଷ୍ଠା ହେବ-ବାଚସ୍ପତି

ଭୁବନେଶ୍ୱର, ୪.୪ : ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିବିଭାଗ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ରଣପୁର ପ୍ରଜା ଆନେ୍ଦାଳନରେଶହୀଦ ହୋଇଥିବା ଯୁବ ଅମ୍ଲାନ କବି, ବିପ୍ଲବୀ, ମହାନ୍ ବ୍ୟକ୍ତିତ୍ୱର ଅଧିକାରୀ ଶହୀଦରଘୁ-ଦିବାକରଙ୍କ ୮୫ତମ ବଳିଦାନ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଭୁବନେଶ୍ୱରୟୁନିଟ୍-୯ସ୍ଥିତ ରଘୁ-ଦିବାକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣକରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ବିଧାନସଭାର ମାନନୀୟାବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ବିଶିଷ୍ଟ ଅତିଥି ତଥା…

Read More

ଛତା, ଜୋତା ଦିଅ, ଭତ୍ତା ବଢାଅ : ଓଡ଼ିଆ ଅସ୍ମିତା ପରିଷଦ

ଭୁବନେଶ୍ୱର, ୩.୪ : କ୍ରମବର୍ଦ୍ଧିଷ୍ଣୁ ଗ୍ରୀଷ୍ମ ପ୍ରବାହକୁଆଖିରେ ରଖି ଭତ୍ତା ପାଉଥିବା ସମସ୍ତ ବୁଢାବୁଢୀ ଓ ଦିବ୍ୟାଙ୍ଗଙ୍କୁ ଛତା ଓଜୋତା ଦେବାକୁ ଓଡ଼ିଆ ଅସ୍ମିତା ପରିଷଦ ଦାବି କରିଛି ।ସେହିଭଳି ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ବିକଳାଙ୍ଗ ଭତ୍ତା ଅନ୍ତତଃ ପକ୍ଷେ୨୦୦୦ ଟଙ୍କାକୁ ବୃଦ୍ଧି କରିବା ଓ ଛତା, ଜୋତା ପାଇଁ ଆଗାମୀ ୧୫ତାରିଖରୁ ସବୁ ପଞ୍ଚାୟତ ଅଫିସ୍ରେ ଦେବାକୁ ଓଡ଼ିଆ ଅସ୍ମିତାପରିଷଦର ଆବାହକ ରବି ବେହେରା ଦାବି କରିଛନ୍ତି । ଏହା ବ୍ୟତୀତଜଳଛତ୍ର ଖୋଲିବାକୁ…

Read More

2024-25 ଆର୍ଥିକ ବର୍ଷରେ 259.254 ନିୟୁତ ଟନ୍ର ରେକର୍ଡ ପଣ୍ୟ ବୋଝେଇ ହାସଲ କରିଛି ପୂର୍ବତଟ ରେଳ ପଥ

√■ ଭାରତୀୟ ରେଳବାଇର ପ୍ରଥମ ଜୋନ୍ ଭାବେ 259 ନିୟୁତ ଟନ୍ ମୂଳ ପଣ୍ୟ ପରିବହନକୁ ଅତିକ୍ରମ √■ ଏହି ସମୟ ମଧ୍ୟରେ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ (ଏସଇସିଆର) 253.208ନିୟୁତ ଟନ୍, ଦକ୍ଷିଣ ପୂର୍ବ ରେଳପଥ (ଏସଇଆର) 212.361ନିୟୁତ ଟନ୍ ଏବଂ ପୂର୍ବ କେନ୍ଦ୍ରୀୟ ରେଳପଥ (ଇସିଆର)  202.62ନିୟୁତ ଟନ୍ ପଣ୍ୟ ପରିବହନ କରିଛି। √■ ପୂର୍ବ ରେକର୍ଡକୁ ଅତିକ୍ରମ କରି ପୂର୍ବତଟ ରେଳପଥ ପକ୍ଷରୁ ଯେକୌଣସି ଜୋନ୍ ଦ୍ୱାରା ସର୍ବାଧିକ ମାଲ ପରିବହନ। √■…

Read More

୧୩ ଦଫା ଦାବିରେ ଓଡ଼ିଶା ରାଜ୍ୟ ଅସଂଗଠିତ ଶ୍ରମିକ ସଂଘ ସମନ୍ୱୟକମିଟିର ଗଣଧାରଣା

ଭୁବନେଶ୍ୱର, ୨.୪ : ଓଡ଼ିଶା ରାଜ୍ୟ ଅସଂଗଠିତ ଶ୍ରମିକ ସଂଘ ସମନ୍ୱୟ କମିଟିତରଫରୁ ବୁଧବାର ନିର୍ମାଣ ଓ ଅସଂଗଠିତ ଶ୍ରମିକମାନଙ୍କ ସମସ୍ୟା ସମ୍ବଳିତ ୧୩ ଦଫା ଦାବିନେଇ ବିଧାନସଭା ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତିଶ୍ରୀ ନୃଚିଂହ ଚରଣ ମିଶ୍ର, ସାଧାରଣ ସମ୍ପାଦକ ଶ୍ରୀ ଦୀନବନ୍ଧୁ ସହୁ, ସଂଗଠନ ସମ୍ପାଦକନାରାୟଣ ପ୍ରଧାନ, ସହ ସମ୍ପାଦକ ରମେଶ ଜେନା, ଧୀରେନ ନାୟକଙ୍କ ନେତୃତ୍ୱରେ ଯାଜପୁର,ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ,ଛତ୍ରପୁର, ପୁରୀ,…

Read More

ଅମୃତ ଷ୍ଟେସନ ଯୋଜନା ଅନ୍ତର୍ଗତ ପାରଳାଖେମୁଣ୍ଡି ରେଳ ଷ୍ଟେସନର ପୁନର୍ବିକାଶ _ଏକ ଦୃଷ୍ଟିକୋଣ

ଭୁବନେଶ୍ୱର, ଏପ୍ରିଲ 1, 2025 – ଆଧୁନିକ ସୁବିଧା, ବର୍ଦ୍ଧିତ ଯାତ୍ରୀ ଅଭିଜ୍ଞତା ଏବଂ ଦୀର୍ଘକାଳୀନ ସ୍ଥାୟୀତ୍ୱ ଉପରେ ଧ୍ୟାନ ଦେଇ ସାରା ଭାରତରେ ଷ୍ଟେସନଗୁଡ଼ିକୁ ଉନ୍ନତ କରିବା ପାଇଁ ରେଳ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ପଦକ୍ଷେପ, ଅମୃତ ଷ୍ଟେସନ ଯୋଜନାର ଅଂଶ ଭାବରେ ଐତିହାସିକ ପାରଳାଖେମୁଣ୍ଡି ରେଳ ଷ୍ଟେସନର ପୁନର୍ବିକାଶ ଓ ନବୀକରଣ କରାଯାଉଅଛି । ₹16.4 କୋଟି ଟଙ୍କା ବିନିଯୋଗରେ ପୁନର୍ବିକାଶ ବ୍ୟୟ ବରାଦ ସହିତ ଷ୍ଟେସନକୁ ଏହାର ଐତିହାସିକ ଆକର୍ଷଣ…

Read More

ଅନ୍ତୋଦୟ ଗୃହ ଯୋଜନା”ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭବାନୀପାଟଣା ତା ୩୦/୩/୨୫(ଜଗନ୍ନାଥ ଏକ୍ସପ୍ରେସ୍)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କ୍ରୀଷ୍ଣାନଗର ପଡିଆଠାରେ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଯୋଗ୍ୟ ହିତାଧୂକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ ସହ ୩ ବର୍ଷରେ ୭ ହଜାର ୫୫୦ କୋଟି ଟଙ୍କା,ଏ ବାବଦରେ ବିନିଯୋଗ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଶେଷକରି କେଉଁମାନଙ୍କୁ ଏହି ଯୋଜନାରେ ଘର ମିଳିବ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଭିନ୍ନକ୍ଷମ, ବିଧବା, ରୋଗାକ୍ରାନ୍ତି ଏବଂ ଶହୀଦ ପରିବାରକୁ ଏହି ଯୋଜନାରେ…

Read More
Back To Top
× How can I help you?