ଜନସାଧାରଣଙ୍କ ସୁବିଧା ପାଇଁ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ସେବା ଦିବସ ସଂଶୋଧିତ

●      ଯାତ୍ରୀଙ୍କ ସୁବିଧା ପାଇଁ ପ୍ରତିବଦ୍ଧ, ପୂର୍ବତଟ ରେଳପଥ ଭୁବନେଶ୍ୱର, 26.03.2025: ଯାତ୍ରୀ ସୁବିଧାକୁ ବୃଦ୍ଧି କରିବା ପାଇଁ 20835/20836 ରାଉରକେଲା-ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ସେବା ସୂଚୀକୁ ସଂଶୋଧନ କରାଯାଇଛି । ବର୍ତ୍ତମାନ ଶନିବାର ବ୍ୟତୀତ ପ୍ରତିଦିନ ଚଳାଚଳ କରୁଥିବା ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଏବେ ମଙ୍ଗଳବାର ବ୍ୟତୀତ ପ୍ରତିଦିନ ଚଳାଚଳ କରିବ। ସଂଶୋଧିତ ସେବା ସମୟସୂଚୀ ଏହିପରି ହେବ… ଏହି ଟ୍ରେନ ପାଇଁ 3 ଜୁନ୍ 2025 ଠାରୁ ସାପ୍ତାହିକ ଛୁଟି…

Read More

ରାଷ୍ଟ୍ରର ବିକାଶରେ ଉଦ୍ୟୋଗୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି

ଭୁବନେଶ୍ୱର ତା 27/03/25 ଓଡିଶା ଉଦ୍ୟୋଗୀ ପରିବାରର ଚତୁର୍ଥ ବାର୍ଷିକ ଉତ୍ସବ ସହିତଆଲୋଚନା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସ୍ଥାନୀୟ ସ୍ବସ୍ତିପ୍ରିମିୟମ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି lସଂଗଠନର ସଭାପତି, ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ଆବାହକତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସିଡବି ଡିଜିଏମ ପ୍ରଦ୍ୟୁମ୍ନ ଚୌଧୁରୀ, ମୁଖ୍ୟବକ୍ତା ଭାବେ ଆଇଆଇଟି ଗଭର୍ଣ୍ଣିଙ୍ଗ ବଡି ସଦସ୍ୟସତ୍ୟବ୍ରତ ପଣ୍ଡା, ସମ୍ମାନିତ ଅତିଥି ଭାବେ ବଡ଼ଖବରର ମୁଖ୍ୟ ସମ୍ପାଦକ ଅର୍ଧେନ୍ଦୁ ଦାସ ଯୋଗଦେବାସହିତ ରାଷ୍ଟ୍ରର ବିକାଶରେ ଉଦ୍ୟୋଗୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି…

Read More

ବଲାଙ୍ଗୀର ଠାରେ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା 2024-25 ଉଦଯାପିତ

ବଲାଙ୍ଗୀର ଠାରେ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା 2024-25 ଉଦଯାପିତ ହୋଇଯାଇଛି ପାଞ୍ଚ ଦିନ ଧରି ଚାଲିଥିବା ଏହି ମେଳା କୁ ମାନ୍ୟବର କୃଷିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମହୋଦୟ ଉଦଘାଟନ କରିଥିଲେ lପାଞ୍ଚ ଦିନ ଧରି ଚାଲି ଥିବା ଏହି ମେଳା ରେ ବଲାଙ୍ଗୀର ଜିଲ୍ଲା ସହ ବିଭିନ୍ନ ଜିଲ୍ଲା ର ଚାଷୀ ମାନେ ମଧ୍ୟ ସାମିଲ ହୋଇ ଥିଲେ l ଏହି ମେଳା ରେ ବହୁତ ପ୍ରକାର କୃଷି ଯନ୍ତ୍ରପାତି ପ୍ରଦର୍ଶିତ ହୋଇଥିଲା…

Read More

ପୂର୍ବତଟ ରେଳପଥ କ୍ରୀଡ଼ା ସଂଗଠନ (ଇକୋର୍ସା) ବାର୍ଷିକ ସାଧାରଣ ପରିଷଦ ବୈଠକ :

ଭୁବନେଶ୍ୱର, 22.03.2025: ପୂର୍ବତଟ ରେଳପଥ କ୍ରୀଡ଼ା ସଂଗଠନ (ଇକୋର୍ସା)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଇତିମଧ୍ୟରେ ଆୟୋଜିତ ହୋଇଯାଇଅଛି । କ୍ରୀଡ଼ା ଭିତ୍ତିଭୂମି ବିକାଶ, ତୃଣମୂଳ ସ୍ତରରେ କ୍ରୀଡ଼ାକୁ ପ୍ରୋତ୍ସାହନ ଏବଂ କ୍ରୀଡ଼ା ପ୍ରଶାସନରେ ସର୍ବାଙ୍ଗୀନ ଉତ୍କର୍ଷତା ସମୀକ୍ଷା ଉପରେ ଏହି ବାର୍ଷିକ ସାଧାରଣ ପରିଷଦ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ବୈଠକର ଅଧ୍ୟକ୍ଷତା କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ରେଳପଥରେ କ୍ରୀଡାର ବିକାଶ ସହିତ ଏହାର ଭିତ୍ତିଭୂମି ଉନ୍ନତି କ୍ଷେତ୍ରରେ…

Read More

ଏପ୍ରିଲ ୨ ରୁ “ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ” କଳାହାଣ୍ଡିରେ ପ୍ରସ୍ତୁତି ଜୋରଦାର।

ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବାଣ୍ଟିଲେ ଜିଲ୍ଲାପାଳ କଳାହାଣ୍ଡି ଜିଲ୍ଲା ରୁ ମାଧବ ସାହୁ ଜଗନ୍ନାଥ ଏକ୍ସପ୍ରେସ୍  ଭବାନୀପାଟଣା, ତା ୨୦/୩/୨୫(ଜଗନ୍ନାଥ ଏକ୍ସପ୍ରେସ୍) କଳାହାଣ୍ଡି ଜିଲ୍ଲା ରେ ଜାତୀୟ ଶିକ୍ଷା ନୀତି ଆଧାରରେ ଏବର୍ଷ କେବଳ ପ୍ରଥମ ଶ୍ରେଣୀ ପିଲା ନୁହନ୍ତି, ଶିଶୁବାଟିକା ପିଲା ମଧ୍ୟ ବିଦ୍ୟାଳୟରେ ନାମ ଲେଖାଇବେ। ଏପ୍ରିଲ ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା “ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ-“୨୦୨୫ ଅବସରରେ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କୁ ନିଆରା ଢଙ୍ଗରେ ସ୍ଵାଗତ…

Read More

ଓଡ଼ିଶା ‘ପ୍ରଗତି’ ଦଳର ସପ୍ତମ ପ୍ରତିଷ୍ଠା ଦିବସ

ମାଌ୰୩୯;ର ସମ୍ମାନ ଦେଶର ସମ୍ମାନ ଆମର ସଂକଳ୍ପ ମଦମୁକ୍ତ ଓଡ଼ିଶା ଭୁବନେଶ୍ୱର, ୨୦.୩ : ନିଶା ହିଁ ବିନାଶର ସମସ୍ତ କାରଣ । ନିଶା ଯୋଗୁଁ ଗାଁ ବିକଶିତଓ ଓଡ଼ିଶାର ବିକାଶ ଅସମ୍ଭବ । ମଦ ଦ୍ୱାରା ଆଜି ସମାଜରେ ବିଭିନ୍ନ କୁ-ପ୍ରଭାବ ପଡ଼ିବାସହିତ ନାରୀ ନିର୍ଯ୍ୟାତନା, ଗଣ ଦୁଷ୍କର୍ମ, ଶିଶୁ କନ୍ୟାଠାରୁ ନେଇ ବୃଦ୍ଧା, ଦୃଷ୍ଟିହୀନ-ଦିବ୍ୟାଙ୍ଗପର୍ଯ୍ୟନ୍ତ । ଅପହରଣ, ହତ୍ୟା, ରାହାଜାନି, ସଡ଼କ ଦୁର୍ଘଟଣା, ପାରିବାରିକ ହିଂସା ଦିନକୁ ଦିନବଢ଼ି·ଲିଛି । ଆଜି ମାତୃଶକ୍ତି ଅସୁରକ୍ଷିତ…

Read More

ଦେଶ ପ୍ରଥମ, ସର୍ବଦା ପ୍ରଥମ ମନୋଭାବ ନେଇ ଆଗକୁ ବଢ଼ନ୍ତୁ: ଅଶ୍ୱିନୀ ବୈଷ୍ଣବ

● ଆଜି ଭାରତ ବିଶ୍ୱର ସର୍ବବୃହତ ରେଳ ରପ୍ତାନିକାରୀ ଦେଶ ହୋଇପାରିଛି। ● ଖୁବ୍ ଶୀଘ୍ର ବିହାରରେ ତିଆରି ଲୋକୋମୋଟିଭ୍ ବିଶ୍ୱରେ ପ୍ରସିଦ୍ଧ ହେବ। ● ବର୍ତ୍ତମାନ ଭାରତୀୟ ରେଳବାଇରେ ସୁରକ୍ଷାକୁ ପ୍ରାଥମିକତା ଦେଇ ଅନେକ ବୈଷୟିକ ପରିବର୍ତ୍ତନ କରାଯାଇଛି। ● ଭାରତୀୟ ରେଳବାଇ 2020 ପରଠାରୁ ଯାତ୍ରୀ ଭଡ଼ା ବୃଦ୍ଧି କରିନାହିଁ। ● କେନ୍ଦ୍ର ସରକାର ପ୍ରତ୍ୟେକ ରାଜ୍ୟ ପାଇଁ ରେଳ ବିକାଶ କ୍ଷେତ୍ରରେ ଏକ ଐତିହାସିକ ବଜେଟ୍ ଆବଣ୍ଟନ କରିଛନ୍ତି। ● ଭବିଷ୍ୟତ ପିଢ଼ି…

Read More

ମହିଳା ଙ୍କୁ ସ୍ବାବଲମ୍ବୀ କରିବା ପାଇଁ କଳିଙ୍ଗ ମହିଳା ଶକ୍ତିର ପ୍ରୟାସ।

ପାରାଦ୍ବୀପ,୧୭/୦୩(ନି.ପ୍ର): ବିଶ୍ବ ପାଳୁଛି ଆନ୍ତର୍ଜାତୀୟ ମହିଳା ଦିବସ ସେଇ ପରି ପ୍ରେକ୍ଷିରେ ଏକ ସପ୍ତାହ ଧରି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଆସୁଛି କଳିଙ୍ଗ ମହିଳା ଶକ୍ତି । ଏହି ଅବସରରେ ମହିଳା ଦିବସ ର ଶେଷ ଦିନରେ କୁଜଙ୍ଗ ବ୍ଲକ ଗଣ୍ଡକିପୁର ଗ୍ରାମରେ ଶତାଧିକ ମହିଳା ମାନଙ୍କୁ ନେଇ ଏକ ସଭା ଆୟୋଜନ କରିବା ସହିତ ସ୍ଥାନୀୟ ଅଞ୍ଚଳର ଫତେପୁର, ବଗଦିଆ, କୋଠି, ଡ଼ାଳିମ୍ବପୁର, ପ୍ରତାପୁର, କୁଜଙ୍ଗ,ବଳରାମପୁର ଓ ଗଣ୍ଡକିପୁର ଗ୍ରାମର ମହିଳା ମାନଙ୍କୁ ୪୦…

Read More
Back To Top
× How can I help you?