ଛତା, ଜୋତା ଦିଅ, ଭତ୍ତା ବଢାଅ : ଓଡ଼ିଆ ଅସ୍ମିତା ପରିଷଦ
ଭୁବନେଶ୍ୱର, ୩.୪ : କ୍ରମବର୍ଦ୍ଧିଷ୍ଣୁ ଗ୍ରୀଷ୍ମ ପ୍ରବାହକୁଆଖିରେ ରଖି ଭତ୍ତା ପାଉଥିବା ସମସ୍ତ ବୁଢାବୁଢୀ ଓ ଦିବ୍ୟାଙ୍ଗଙ୍କୁ ଛତା ଓଜୋତା ଦେବାକୁ ଓଡ଼ିଆ ଅସ୍ମିତା ପରିଷଦ ଦାବି କରିଛି ।ସେହିଭଳି ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ବିକଳାଙ୍ଗ ଭତ୍ତା ଅନ୍ତତଃ ପକ୍ଷେ୨୦୦୦ ଟଙ୍କାକୁ ବୃଦ୍ଧି କରିବା ଓ ଛତା, ଜୋତା ପାଇଁ ଆଗାମୀ ୧୫ତାରିଖରୁ ସବୁ ପଞ୍ଚାୟତ ଅଫିସ୍ରେ ଦେବାକୁ ଓଡ଼ିଆ ଅସ୍ମିତାପରିଷଦର ଆବାହକ ରବି ବେହେରା ଦାବି କରିଛନ୍ତି । ଏହା ବ୍ୟତୀତଜଳଛତ୍ର ଖୋଲିବାକୁ…