ଓଡ଼ିଶା ଡାଟା, ପଲିସି ଏବଂ ଇନୋଭେସନ ସେଣ୍ଟର (ଡିପିଆଇସି)ର ନୂତନ କାର୍ଯ୍ୟାଳୟ ନୋବେଲ ବିଜେତା ପ୍ରଫେସର ମାଇକେଲ କ୍ରେମରଙ୍କ ଦ୍ଵାରା ଉଦ୍ଘାଟିତ ରାଜ୍ୟରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ହେଉଥିବା ଅଭିବୃଦ୍ଧିର ଉଚ୍ଚ ପ୍ରଶଂସା କଲେ ପ୍ରଫେସର କ୍ରେମର

ଓଡ଼ିଶା ଡାଟା, ପଲିସି ଏବଂ ଇନୋଭେସନ ସେଣ୍ଟର (ଡିପିଆଇସି)ର ନୂତନ କାର୍ଯ୍ୟାଳୟ ନୋବେଲ ବିଜେତା ପ୍ରଫେସର ମାଇକେଲ କ୍ରେମରଙ୍କ ଦ୍ଵାରା ଉଦ୍ଘାଟିତ ରାଜ୍ୟରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ହେଉଥିବା ଅଭିବୃଦ୍ଧିର ଉଚ୍ଚ ପ୍ରଶଂସା କଲେ ପ୍ରଫେସର କ୍ରେମର ଭୁବନେଶ୍ଵର, ୦୯/୧୨ – ଓଡ଼ିଶା କମ୍ପୁଟର ଆପ୍ଲିକେଶନ ସେଣ୍ଟର (ଓକାକ) ପରିସରରେ ଡାଟା, ପଲିସି ଆଣ୍ଡ ଇନୋଭେସନ ସେଣ୍ଟର (ଡିପିଆଇସି)ର ନୂତନ କାର୍ଯ୍ୟାଳୟ ଚିକାଗୋ ବିଶ୍ୱବିଦ୍ୟାଳୟର ନୋବେଲ ବିଜେତା ପ୍ରଫେସର ମାଇକେଲ କ୍ରେମରଙ୍କ କରକମଳରେ ଉଦ୍ଘାଟିତ…

Read More

ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ସହ ବିଧାନସଭା ପରିଭ୍ରମଣରେ ଆସିଥିବା ପାଟକୁରା ଲୋକନାଥ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଅଛନ୍ତି l

ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ସହ ବିଧାନସଭା ପରିଭ୍ରମଣରେ ଆସିଥିବା ପାଟକୁରା ଲୋକନାଥ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଅଛନ୍ତି l

Read More

ମେଡିକାଲ କଲେଜ ପ୍ରାପ୍ୟ ଆମର ହକ- ମିଳିତ କ୍ରିୟାନୁଷ୍ଠାନ କମିଟି

ମେଡିକାଲ କଲେଜ ପ୍ରାପ୍ୟ ଆମର ହକ- ମିଳିତ କ୍ରିୟାନୁଷ୍ଠାନ କମିଟିମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଦୀର୍ଘ ମିଆଦି ଆନ୍ଦୋଳନ ପାଇଁ ମହାପ୍ରସ୍ତୁତିକେନ୍ଦ୍ରାପଡ଼ା, ୨୯ା୧୧: ନାହିଁନାହିଁର ଜିଲ୍ଲା କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦୀର୍ଘ ବର୍ଷ ଧରି ବିଭିନ୍ନ ସ୍ତରରେ ଦାବି ହେଇ ଆସୁଛି । ଏହାକୁ ଏକ ସାମଗ୍ରିକ ରୂପ ଦେଇ ୨୦୧୬ମସିହାରେ କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ଜନ୍ମଗ୍ରହଣ କଲା । ଏହି ସଙ୍ଗଠନରେ…

Read More

ବାରଣାସୀ କ୍ରୀଡା ଉତ୍ସବ ଉଦଯାପନ

କାଶୀନଗର  ତା 30/11/24 ନଭେମ୍ବର ୨୮ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ଚାଲିଥିବା ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ତରଫରୁ ୭୦ତମ ବାର୍ଷିକ ଖେଳକୁଦ ଉତ୍ସବ ଆଡମ୍ବର ସହକାରେ ଆଜି ଉଦଯାପନ ହୋଇଯାଇଅଛି । ଏହି ଉତ୍ସବକୁ କାଶୀନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡମ୍ବରୁଧର ମଲ୍ଲିକ ମୁଖ୍ୟଅତିଥି ରୂପେ ଯୋଗଦେଇ ପିଲାଙ୍କ କଳା, ଖେଳ ଓ ସାହିତ୍ୟର ପ୍ରତିଭା ହିଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରେ ବୋଲି ବକ୍ତବ୍ୟ ରଖିଥିଲେ । ମାନନୀୟ…

Read More

ମଣିପାଲ ହସ୍ପିଟାଲ ପକ୍ଷରୁ ଲାପାରୋସ୍କୋପିକ୍ ଲାଇଭ୍ କର୍ମଶାଳା

ମଣିପାଲ ହସ୍ପିଟାଲ ପକ୍ଷରୁ ଲାପାରୋସ୍କୋପିକ୍ ଲାଇଭ୍ କର୍ମଶାଳା ଭୁବନେଶ୍ୱର ୨୯/୧୧ : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ସଫଳତାର ସହିତ ଲାଇଭ୍ ଲାପାରୋସ୍କୋପିକ୍ କର୍ମଶାଳା VPCON ୨୦୨୪ ଆୟୋଜନ କରାଯାଇଥିଲା । ଇଣ୍ଡିଆନ୍ ଆସୋସିଏସନ୍‌ ଅଫ୍ ଗାଇନେକୋଲୋଜିକାଲ୍ ଏଣ୍ଡୋସ୍କୋପିଷ୍ଟସ୍ (IAGE) ଏବଂ ଆସୋସିଏସନ୍ ଅଫ୍ ଅବଷ୍ଟେଟ୍ରିସିଆନ୍ସ୍ ଆଣ୍ଡ ଗାଏନେକୋଲିଷ୍ଟସ୍ ଅଫ୍‌ ଓଡିଶା (AOGO) ର ମିଳିତ ସହଯୋଗରେ ଆୟୋଜିତ ଏକ କର୍ମଶାଳାରେ ୧୦୦ରୁ ଉର୍ଦ୍ଧ ପ୍ରସୂତୀ ଓ ସ୍ତ୍ରୀରୋଗ ବିଭାଗର…

Read More

ଶହୀଦ ଦିବାକର ପରିଡାଙ୍କ ଆତ୍ମବଳିଦାନ ଓ ବୀରତ୍ୱ ଅତୁଳନୀୟ

ଭୁବନେଶ୍ୱର ତା 30/11/24 ଶହୀଦ ରଘୁ-ଦିବାକର ସ୍ମୃତି ସଂସଦ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ଆମେ ଭୁବନେଶ୍ୱର ପକ୍ଷରୁ ଶହୀଦ ଦିବାକର ପରିଡାଙ୍କ 114ତମ ଜୟନ୍ତୀ ସ୍ଥାନୀୟ ୟୁନିଟ 9 ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତି ଚାରଣ ସଭା ବରିଷ୍ଠ ସାମ୍ବାଦିକ,ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥିଙ୍କ ସଭାପତିତ୍ବ ଓ ସ୍ମୃତି ସଂସଦର ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି. ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ…

Read More
Back To Top