ଭାରତୀୟ ଜଳସୀମାରୁ ଦୁଇ ବାଂଲାଦେଶୀ ମାଛଧରା ବୋଟ- ୭୮

ଜଣଙ୍କୁ ଧରିଲା କୋଷ୍ଟଗାର୍ଡ ପାରାଦୀପ- ୧୦ା୧୨- ଭାରତୀୟ ଜଳସୀମା ମଧ୍ୟରେ ବେଆଇନ୍ ଭାବେ ପ୍ରବେଶ କରି ମାଛ ଧରୁଥିବା ବେଳେ ଭାରତୀୟ କୋଷ୍ଟଗାର୍ଡ ଦ୍ୱାରା ଦୁଇଟି ବାଂଲାଦେଶୀ ମାଛଧରା ବୋଟ୍‌କୁ ଜବତ କରାଯାଇଛି । ଭାରତୀୟ କୋଷ୍ଟଗାର୍ଡ ପକ୍ଷରୁ ଜାରୀ ହୋଇଥିବା ଇସ୍ତାହାରରୁ ସୂଚନା ମିଳିଛି ଯେ, ସୋମବାର ଦିନ ସକାଳ ପ୍ରାୟ ୦୭ଟା ସମୟରେ ଭାରତୀୟ ଜଳସୀମା ନିକଟରେ କୋଷ୍ଟଗାର୍ଡ ଜାହାଜ ଅମୋଘ ମୁତୟନ ହୋଇଥିଲା । ଏହି ସମୟରେ ଭାରତୀୟ ଜଳସୀମା ମଧ୍ୟରେ ବାଂଲାଦେଶରେ…

Read More

ଗୋଲାମୁଣ୍ଡା ବ୍ଲକରେ ଭୀମ ଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ।

ଗୋଲାମୁଣ୍ଡା /୧୧/୧୨/୨୪/(ସୁରେନ୍ଦ୍ର କୁମାର ଭୋଇ) ଆଜି ଏକ ପବିତ୍ର ଦିନ, ଯାହାକି ଅସହାୟ ଭିନ୍ନ କ୍ଷମ ମାନଙ୍କ ପାଇଁ ଉଦ୍ଦିଷ୍ଟ ସାମର୍ଥ୍ୟ ଶିବିର, ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ଙ୍କ ନେତୃତ୍ୱରେ ଶିବିର ଆୟୋଜନ ହୋଇଥିଲା, ଏହି ଅବସରରେ ବିଡ଼ିଓ ଶ୍ରୀଧର ପଣ୍ଡା, ତହସିଲଦାର ଚନ୍ଦନ ନାଏକ, ବିରେନ୍ଦ୍ର କୁମାର କହଁର, ଚନ୍ଦନ କୁମାର ବାରିକ, ଡୋଳା ମଣି ପ୍ରଧାନ, ଚନ୍ଦ୍ର ସେଖେର ମୁଣ୍ଡ, ଶ୍ୟାମ ସୁନ୍ଦର…

Read More

ଚପ୍ରିଆ ପ୍ୟାକ୍ସର ୩ ଧାନ ମଣ୍ଡି ଉଦ୍ଘାଟିତ୍।

ଗୋଲାମୁଣ୍ଡା ବ୍ଲକ ଚପ୍ରିଆ ପ୍ୟାକ୍ସର ୩ ଧାନ ମଣ୍ଡି ଉଦ୍ ଘାଟିତ୍ ହୋଇଯାଇଛି।ପ୍ୟାକ୍ସ ସଭାପତି ଭାଗ୍ୟଧର ସାହୁ ଚପ୍ରିଆ ମଣ୍ଡି,ପ୍ୟାକ୍ସ ଡାଇରେକ୍ଟର ଲମ୍ବୋଦର ସାହୁ, ଓ ଧନେଶ୍ଵର ଭୋଇ ଖଲିଆପାଲି ମଣ୍ଡି ଉଦ୍ ଘାଟନ କରିଥିଲେ।ଏହି ଅବସରରେ ପ୍ୟାକ୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଧବଳେଶ୍ଵର ବାଗ, ଚପ୍ରିଆ ଧାନ ମଣ୍ଡି ତଦନ୍ତ ଅଧିକାରୀ ସୁଶାନ୍ତ ରାଉତ,ସାନଚେରଗାଁ ଧାନ ମଣ୍ଡି ତଦନ୍ତ ଅଧିକାରୀ ଦୁଃଖୀ ଶ୍ୟାମ ମାଝୀ, ଖଲିଆପାଲି ଧାନ ମଣ୍ଡି ତଦନ୍ତ ଅଧିକାରୀ ଛନ୍ଦା ଚରଣ ଭୋଇ,…

Read More

ଇକୋର୍ସା ମଞ୍ଚେଶ୍ୱର ଦ୍ୱାରା ଆନ୍ତ-ସପ ଭଲିବଲ୍ ଟୁର୍ନାମେଣ୍ଟ

ଇକୋର୍ସା ମଞ୍ଚେଶ୍ୱର ଦ୍ୱାରା ଆନ୍ତ-ସପ ଭଲିବଲ୍ ଟୁର୍ନାମେଣ୍ଟ: ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ (ଇକୋର୍ସା)/ ମଞ୍ଚେଶ୍ୱର ସଵାରୀ ଡ଼ବା ମରାମତି କାରଖାନା / ମଞ୍ଚେଶ୍ୱର ଦ୍ୱାରା 9 ଏବଂ 10 ଡିସେମ୍ବର 2024 ରେ ମଞ୍ଚେଶ୍ୱରର ଚାଇଲ୍ଡ ପାର୍କରେ ଏହାର କର୍ମଚାରୀଙ୍କ ମଧ୍ୟରେ ଇଣ୍ଟର-ସପ ଭଲିବଲ ଟୁର୍ନାମେଣ୍ଟ ଆୟୋଜନ ହୋଇଯାଇଅଛି | ଶେଷ ଦିନରେ ମହିଳା କର୍ମଚାରୀଙ୍କ ପାଇଁ ଏକ ଥ୍ରୋ ବଲ୍ ମ୍ୟାଚ୍ ମଧ୍ୟ ଆୟୋଜିତ ହୋଇଥିଲା | ଯେକୌଣସି ବୟସରେ ବ୍ୟାୟାମର ଉତ୍ତମ ଲାଭକୁ…

Read More

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଦରଦାମ ବୃଦ୍ଧି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଦରଦାମ ବୃଦ୍ଧି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭକେନ୍ଦ୍ରାପଡ଼ା,୧୨ା୧୨: ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.) କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଦେଶର ସମ୍ପତ୍ତିକୁ ବିଦେଶୀ ଓ ଦେଶୀ କମ୍ପାନୀକୁ ବିକ୍ରୀ କରିବା, ଆଦାନୀ ଭଳି କମ୍ପାନୀ ଦେଶର ସମ୍ବଳ ଲୁଣ୍ଠନ କରୁଥିବା ବେଳେ ରାଜ୍ୟର ଡବଲ ଇଞ୍ଜିନ ସରକାର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଆକାଶ ଛୁଆଁ ଦରବୃଦ୍ଧି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ…

Read More

ଆଦର୍ଶ ଶିକ୍ଷକଙ୍କ ସ୍ମୃତିସଭା

ଆଦର୍ଶ ଶିକ୍ଷକଙ୍କ ସ୍ମୃତିସଭାକେନ୍ଦ୍ରାପଡ଼ା,୧୨ା୧୨: କେନ୍ଦ୍ରାପଡା ବ୍ଲକ ଅଧିନ ଭାଗବତପୁର ଗ୍ରାମପଞ୍ଚାୟତର ବାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଯାଗର ରାଉତଙ୍କ ଦ୍ୱାଦଶାହ ଉପଲକ୍ଷେ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ଓ ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ତାଙ୍କ ପଟକୁରାସ୍ଥିତ ବାସଭବନରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସଦସ୍ୟ ଦାମୋଦର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିସଭାକୁ ଛାତ୍ର ମଦନମୋହନ ବେହେରା ସଞ୍ଚାଳନ କରିଥିଲେ । ଏହି ସଭାରେ ସ୍ୱର୍ଗତ ସାହୁଙ୍କ ସାଥି ଧ୍ରୁବ ଚରଣ…

Read More

ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ

ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକକେନ୍ଦ୍ରାପଡ଼ା,୧୨ା୧୨: ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଗୁରୁବାର ଜିଲ୍ଲାପାଳଙ୍କ ସମିଳନୀକକ୍ଷରେ ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଡ଼କ ସୁରକ୍ଷା ସଚେତନତା ପଦଯାତ୍ରା ଆୟୋଜନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ସଡ଼କ ପରିବହନ ବିଭାଗକୁ ପରାମର୍ଶ ଦେଇଥିଲେ । ସଡ଼କ ସୁରକ୍ଷା ଓ ଦୁର୍ଘଟଣା ଜନିତ ଶୂନ୍ୟ…

Read More

କଂସାର- ସାହାସପୁର ହାଇସ୍କୁଲର ହୀରକ ଜୟନ୍ତୀ ଉଦଘାଟିତ

କଂସାର- ସାହାସପୁର ହାଇସ୍କୁଲର ହୀରକ ଜୟନ୍ତୀ ଉଦଘାଟିତକେନ୍ଦ୍ରାପଡ଼ା,୧୩ା୧୨: ଗ୍ରାମ ପରିବେଶ ସହିତ ବିଦ୍ୟାଳୟର ପରିବେଶ ଶିକ୍ଷାଦାନ ଉପରେ ପ୍ରଭାବ ପକାଇଥାଏ । ଗାଁ ଗଣ୍ଡାରେ ମଦର ପ୍ରସାର ଶିକ୍ଷା ବ୍ୟବସ୍ଥା ଏବଂ ଉତ୍ତରପିଢିଙ୍କି ପଙ୍ଗୁ କରିଦେବ । ସ୍ୱାଧୀନତା ଆନ୍ଦୋଳନ ପରି ମଦ ବିରୋଧୀ ଆନ୍ଦୋଳନ ହେବା ଆବଶ୍ୟକ । ସମସ୍ୟାର ସମାଧାନ ଯିଏ କରେ ସିଏ ନେତା । ଶିକ୍ଷକ, ଡାକ୍ତର, ଅଧିଭକ୍ତା ଏହି କାମ କରି ନେତା ପଦବାଚ୍ୟ ହୋଇପାରିବେ ବୋଲି କେନ୍ଦ୍ରାପଡା ବ୍ଲକ…

Read More

ମନୋଜ କୁମାର ମହାପାତ୍ରଙ୍କ ଉପନ୍ୟାସ ଆଦିପୁରୁଷ ଓ ଡ. ଇନ୍ଦିରା ଦତ୍ତଙ୍କ ଗଳ୍ପ ହୃଦ କବାଟ ଦୁଇଟି ପୁସ୍ତକ ଲୋର୍କାପିତ

ତୀର ତରଙ୍ଗ ପବ୍ଲିକେଶନ ପକ୍ଷରୁ ୬ଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ପରିସର ସଭାମଞ୍ଚରେ ମନୋଜ କୁମାର ମହାପାତ୍ରଙ୍କ ଉପନ୍ୟାସ ଆଦିପୁରୁଷ ଓ ଡ. ଇନ୍ଦିରା ଦତ୍ତଙ୍କ ଗଳ୍ପ ହୃଦ କବାଟ ଦୁଇଟି ପୁସ୍ତକ ଲୋର୍କାପିତ ହୋଇଯାଇଛି । ଏହି ଉତ୍ସବରେ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ, ଜ୍ଞାନଦେବ ମହାରଣା, ଅଧ୍ୟାପକ ବିଶ୍ୱରଂଜନ, ବୈଷ୍ଟବ ଚରଣ ମହାନ୍ତି, ଦେବ ପ୍ରସାଦ ଦାସ ଉପସ୍ଥିତ ଥିଲେ ।

Read More

କମିଶନରେଟ ପୋଲିସର ୩୦ଟି ଜରୁରୀକାଳୀନ ପ୍ରଶମନ ସହାୟତା ଯାନ ଲୋକାର୍ପଣ

କମିଶନରେଟ ପୋଲିସର ୩୦ଟି ଜରୁରୀକାଳୀନ ପ୍ରଶମନ ସହାୟତା ଯାନ ଲୋକାର୍ପଣ ଏହି ଯାନ ଗୁଡିକ ହେଉଛି ନ୍ୟାୟ, ଶୃଙ୍ଖଳା, ଭୟମୁକ୍ତ ବାତାବରଣ ଓ ଅପରାଧମୁକ୍ତ ସମାଜର ପ୍ରତୀକ ଆଗାମୀ ଦିନରେ ୫ ହଜାର ଗୃହରକ୍ଷୀ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଗୃହରକ୍ଷୀମାନଙ୍କ ଦୈନିକ ଭତ୍ତା ବୃଦ୍ଧି ପାଇଁ ନିଷ୍ପତ୍ତି ଭୁବନେଶ୍ୱର12.12.2024 ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ପାଇଁ ‘Emergency Response Support System(ERSS)’ ଯୋଜନାରେ ୩୦ଟି ଜରୁରୀକାଳୀନ ପ୍ରଶମନ…

Read More
Back To Top