ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୭ ତମ ଆବିର୍ଭାବ ମହୋତ୍ସବ

ଅନୁକୂଳଚନ୍ଦ୍ରଙ୍କ ୧୩୭ ତମ ଆବିର୍ଭାବ ମହୋତ୍ସବ  ଜଗତସିଂହପୁର ୧୪/୧୨ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକଛକ ନିକଟସ୍ଥ ମଦନମୋହନ କୁଞ୍ଜ ନିକଟରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୭ ତମ ଆବିର୍ଭାବ ମହୋତ୍ସବ ତଥା ରଘୁନାଥପୁର ସତସଙ୍ଗ କେନ୍ଦ୍ର ପକ୍ଷରୁ ପଞ୍ଚଦଶ ବାର୍ଷିକ ସ୍ମୃତି ଉତ୍ସବ ପାଳିତ ହୋଇଯାଇଛି।ପ୍ରତ୍ୟୁଷରୁ ଉଷା କୀର୍ତ୍ତନ ହେବା ସହ ଓଡିଶାର ସହପ୍ରତି ରିତ୍ତିକ୍ ନଗେନ୍ଦ୍ରନାଥ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ସତସଙ୍ଗ ଉତ୍ସବ ଆରମ୍ଭ ହୋଇଥଲା। ଏଥିରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଅତିଥି ଭାବେ…

Read More

ପଦ୍ମଶ୍ରୀ ବଳିଆଙ୍କ ୫ ଦିନିଆ ଗୀତା କଥା ସହ ପରିବାର ପରିବେଶ ଓ ଗଣତନ୍ତ୍ରକୁ ନେଇ ଆଲୋଚନାଚକ୍ର

ପଦ୍ମଶ୍ରୀ ବଳିଆଙ୍କ ୫ ଦିନିଆ ଗୀତା କଥା ସହ ପରିବାର ପରିବେଶ ଓ ଗଣତନ୍ତ୍ରକୁ ନେଇ ଆଲୋଚନାଚକ୍ରଭୁବନେଶ୍ୱର, ୧୨.୧୨ : ଆଗାମୀ ୨୦୨୫ ମସିହା ଜାନୁଆରୀ ୨ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ପ୍ରତ୍ୟହ ସନ୍ଧ୍ୟା ୬ ଘଟିକା ସମୟରେ ଜ୍ଞାନ ବିଜ୍ଞାନ ସମ୍ବଳିତ ଗୀତା କଥା କହିବେ ଓଡ଼ିଶାର ବିଶିଷ୍ଟ ସନ୍ଥ, ସଂସ୍କାରକ ତଥା ପରିବେଶ ଓ ଗଣତନ୍ତ୍ରପ୍ରେମୀ ପଦ୍ମଶ୍ରୀ ଶ୍ରୀମଦ୍ ବାବା ବଳିଆ ।ଅନନ୍ତ ବଳିଆ ଟ୍ରଷ୍ଟର ଭୁବନେଶ୍ୱର ଶାଖା…

Read More

ବିଶ୍ୱ ପ୍ରାର୍ଥନା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବିଶ୍ୱ ପ୍ରାର୍ଥନା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକକେନ୍ଦ୍ରାପଡ଼ା,୯ା୧୨: ସାରାବିଶ୍ୱରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦିବସ ପାଳିତ ହେଉଛି । କିନ୍ତୁ ଏପର୍ଯ୍ୟନ୍ତ ପ୍ରାର୍ଥନା ଦିବସ ବିଶ୍ୱସ୍ତରରେ ପାଳିତ ହେବା କିମ୍ବା ୟୁନେସ୍କୋ ପକ୍ଷରୁ ମାନ୍ୟତାପ୍ରାପ୍ତ ହୋଇ ପାରିନଥିବା ଅତ୍ୟନ୍ତ ପରିତାପର ବିଷୟ । ତେଣୁ ଏ ସମ୍ପର୍କରେ କେନ୍ଦ୍ରାପଡାର ଗରାପୁରସ୍ଥିତ ଦିବ୍ୟଜୀବନ ସଂଘ ଶିବାନନ୍ଦ ଆଶ୍ରମର ସନ୍ନ୍ୟାସିନୀ ଶ୍ରୀମା’ ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଉଦ୍ୟମରେ୨୦୧୭ ମସିହାରୁ ଦୀର୍ଘ ୭ବର୍ଷ ଧରି ପ୍ରାର୍ଥନା…

Read More
Back To Top