admin

ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ରାଜ୍ୟସ୍ତରୀୟ କନ୍ଭେନସନ

ଭୁବନେଶ୍ୱର, ୯.୩ : ଓଡ଼ିଶାରେ ପ୍ରାଥମିକ ଶିକ୍ଷା ଅତ୍ୟନ୍ତ ଦୁର୍ଦ୍ଦିନରେ ·ଲିଛି ।ଗୋଟିଏ ପଟେ ସରକାର ଖାଲିଥିବା ପଦରେ ନିୟମିତ ଶିକ୍ଷକ ନିଯୁକ୍ତି ନ କରି ଚୁକ୍ତିରେସ୍ମିକାଟିକ ଶିକ୍ଷକମାନଙ୍କୁ ନିଯୁକ୍ତି କରି ଉଚ୍ଚ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଶୋଷଣକରୁଛନ୍ତି । ବହୁଦିନ ଧରି ପ୍ରାଥମିକ ଶିକ୍ଷକମାନେ ସେମାନଙ୍କର ନ୍ୟାୟୋଚିତ ଦାବି କରି ଆସୁଥିଲେମଧ୍ୟ ପ୍ରାଥମିକ ଶିକ୍ଷାରୁ ଚୁକ୍ତି ନିଯୁକ୍ତି ଉଠୁନାହିଁ । ସେମାନଙ୍କର ୬ ବର୍ଷର ଚୁକ୍ତିକାର୍ଯ୍ୟକାଳକୁ ନୋସନାଲ ଇନ୍କ୍ରିମେଣ୍ଟ ଦେଇ ଗଣନା କରାଯାଉ ନାହିଁ ।…

Read More

ସବୁଜ ଭାରତ ତରଫରୁବିଶ୍ୱ ମହିଳା ଦିବସ ପାଳିତ

ଭୁବନେଶ୍ୱର, ୯.୩ : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସବୁଜ ଭାରତ ତରଫରୁ ରବିବାର ଭୁବନେଶ୍ୱରସ୍ଥିତ ସତ୍ୟଭାମାଦେବୀ ମୁକବଧିର ମହାବିଦ୍ୟାଳୟ ପରିସରରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାମାଜିକ କର୍ମୀ ନିରୋଜାଲକ୍ଷ୍ମୀ ମହାପାତ୍ର, ଲେଖିକା ରାଜଲକ୍ଷ୍ମୀ ତ୍ରିପାଠୀ, ଓଡ଼ିଆ ଖବରକାଗଜ ନ୍ୟାୟବତୀର ସମ୍ପାଦିକା ଶୁଭ୍ର ମହାନ୍ତି ପ୍ରମୁଖ ଯୋଗଦାନ କରି ସାମ୍ପ୍ରତିକ ସମୟରେ…

Read More

ଭୁବନେଶ୍ୱର ନୂଆ ଷ୍ଟେସନରୁ ଯାତ୍ରା ପ୍ରାରମ୍ଭ କରିବ ତିନୋଟି ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍ :

● ଉତ୍ତର ଭୁବନେଶ୍ୱର ଏବଂ ସଂଲଗ୍ନ ଅଞ୍ଚଳର ଲୋକମାନଙ୍କୁ ସୁବିଧା ପ୍ରଦାନ କରିବ । ● ଉତ୍ତର ଭୁବନେଶ୍ୱର ଅଞ୍ଚଳରେ ଅବସ୍ଥିତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ଲାଭପ୍ରଦାନ କରିବ । ● ଉତ୍ତର ଭୁବନେଶ୍ୱରର ଡାକ୍ତରଖାନା ମାନଙ୍କରେ ଚିକିତ୍ସା ସୁବିଧା ଚାହୁଁଥିବା ଲୋକମାନଙ୍କୁ ଯାତାୟାତ ସୁବିଧା ପ୍ରଦାନ କରିବ । ● ଭୁବନେଶ୍ୱର–ମୁମ୍ବାଇ କୋଣାର୍କ ଏକ୍ସପ୍ରେସ, ଭୁବନେଶ୍ୱର–ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ ଏବଂ ଭୁବନେଶ୍ୱର–ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ ଭୁବନେଶ୍ୱର ନୂଆ ଷ୍ଟେସନରୁ ଯାତ୍ରା ପ୍ରାରମ୍ଭ କରିବ । ● ତିନୋଟି…

Read More

ପୂର୍ବତଟ ରେଳପଥ ଓ ଇକୋରୋ ଦ୍ୱାରା ଆନ୍ତର୍ଜାତୀୟ ମହିଳା ଦିବସ ପାଳନ:

• ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ୧୮ ଜଣ ମହିଳା ରେଳ କର୍ମଚାରୀ ସମ୍ମାନିତ । • ବିଭିନ୍ନ ପ୍ରତିଯୋଗିତାରେ ସଫଳତା ପାଇଁ ୧୦ ଜଣ ମହିଳା ରେଳ କର୍ମଚାରୀ ପୁରସ୍କୃତ । ଆଜି ପୂର୍ବତଟ ରେଳପଥ ଦ୍ୱାରା ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ସହ ମିଳିତ ଭାବେ ଭୁବନେଶ୍ୱରର ରେଳ ଅଡିଟୋରିୟମ୍‌ରେ ଆନ୍ତର୍ଜାତୀୟ ମହିଳା ଦିବସ 2025 ପାଳନ କରାଯାଇଥିଲା। ଏହି ଅବସରରେ ମହିଳା ରେଳ କର୍ମଚାରୀମାନଙ୍କୁ ସମ୍ବୋଧିତ କରି ଇକୋରୋ…

Read More

“ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ବିଭାଗୀୟ ପଦୋନ୍ନତି କ୍ଷେତ୍ରରେ କେନ୍ଦ୍ରୀୟ କମ୍ପୁଟର ଆଧାରିତ ପରୀକ୍ଷା (CBT) ପାଇଁ ରେଳ ବୋର୍ଡ ନିଷ୍ପତ୍ତି ନେଇଛି”

ଆଜି, ରେଳ ବୋର୍ଡ ଦ୍ୱାରା ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ସମସ୍ତ ବିଭାଗୀୟ ପଦୋନ୍ନତି ପରୀକ୍ଷା ରେଳବାଇ ଭର୍ତ୍ତି ବୋର୍ଡ ବା ଆରଆରବି ଦ୍ୱାରା / କେନ୍ଦ୍ରୀୟ କମ୍ପୁଟରୀକୃତ ପରୀକ୍ଷା CBT ମାଧ୍ୟମରେ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସମସ୍ତ ଜୋନାଲ ରେଳବାଇ ପରୀକ୍ଷା ପାଇଁ ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରିବେ। ସମସ୍ତ ପରୀକ୍ଷା କେବଳ ଏକ କ୍ୟାଲେଣ୍ଡର ଆଧାରରେ ପରିଚାଳିତ ହେବ। ସାମ୍ପ୍ରତିକ ବର୍ଷଗୁଡ଼ିକରେ RRB ଦ୍ୱାରା ପରିଚାଳିତ ସ୍ୱଚ୍ଛ, ନିରପେକ୍ଷ ଏବଂ…

Read More

ପିଆଇ ଏକ ବିକଳ୍ପ ଅର୍ଥନୀତି

ପିଆଇ ଏକ ବିକଳ୍ପ ଅର୍ଥନୀତିଭୁବନେଶ୍ୱର ସ୍ଥିତ ରମାଦେବୀ ବିଶ୍ୱବିଦ୍ୟାଳୟ ନିକଟସ୍ଥ (ଶ୍ରୀ ଶ୍ରୀ ଆଖଣ୍ଡଳମଣି ମନ୍ଦିର ଗ୍ରିଡକୋ କଲୋନି ଭୋଇନଗର) ସଭାଗୃହ ଠାରେ ଓଡିଶାର ପ୍ରତ୍ୟେକ ଜିଲ୍ଲାରୁ ଆସିଥିବା ପିଆଇର ଅଗ୍ରଣୀ ନେତୃ ମଣ୍ଡଳୀମାନଙ୍କୁ ନେଇ ପ୍ରଚଳିତ ଅର୍ଥନୈତିକ ବ୍ୟବସ୍ଥାର ସଂଙ୍କଟ, କ୍ରିପଟୋ କରେନ୍ସିର ଭୁମିକା ବିକଳ୍ପ ଅର୍ଥନୀତି ଭାବେ Pi (22/7) ଭଳି ଏକ Global Digital Stable Utility Currency ଯାହାର ନିର୍ଦ୍ଧାରିତ ମୂଲ୍ୟ $ 314159 ଡଲାର (ବ୍ଲକ ଚେନ ଦ୍ୱାରା ମାନ୍ୟତା…

Read More

ରୋଟାରୀ କ୍ଲବ ଭୁବନେଶ୍ବର ୟୁନିକ ତରଫରୁ “କୈଶର ଜୀବନଶକ୍ତି” ସମ୍ପର୍କିତ କର୍ମଶାଳା ଆୟୋଜନ

ରୋଟାରୀ କ୍ଲବ ଭୁବନେଶ୍ବର ୟୁନିକ ତରଫରୁ “କୈଶର ଜୀବନଶକ୍ତି” ସମ୍ପର୍କିତ କର୍ମଶାଳା ଆୟୋଜନ ରୋଟାରୀ କ୍ଲବ ଭୁବନେଶ୍ବର ୟୁନିକ ତରଫରୁ “କୈଶର ଜୀବନଶକ୍ତି” ସମ୍ପର୍କିତ ଏକ କର୍ମଶାଳା ଭୁବନେଶ୍ବର ସ୍ଥିତ ସ୍ବସ୍ତି ଗ୍ରାଣ୍ଡ ଠାରେ ଆୟୋଜନ କରାଯାଇଥିଲା। ‘ପିକକ’ ଏବଂ ‘ଚେତନା’, ଭୁବନେଶ୍ଵରର ସହଯୋଗିତାରେ ଏହି କାର୍ଯ୍ୟକ୍ରମରେ ୫୦ରୁ ଅଧ‌ିକ କିଶୋର ବାଳକ ଏବଂ ବାଳିକା ଯୋଗ ଦେଇଥିଲେ। କିଶୋର ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ବକ୍ତାମାନେ ଆଲୋକପାତ କରିଥିଲେ। ପ୍ରଥମେ ଡ଼ଃ ସୁରେନ୍ଦ୍ର ଦାସ ଅତିଥି…

Read More

ଯାତାୟାତ ସଂଯୋଗ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାୟଗଡ ରେଳ ମଣ୍ଡଳ ନିମନ୍ତେ ଶିଳାନ୍ୟାସ :

ଯାତାୟାତ ସଂଯୋଗ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାୟଗଡ ରେଳ ମଣ୍ଡଳ ନିମନ୍ତେ ଶିଳାନ୍ୟାସ : ରାୟଗଡ, ୦୬ ଜାନୁଆରୀ ୨୦୨୫: ସଂଯୋଗୀକରଣ ବୃଦ୍ଧି ତଥା ସାମାଜିକ ଓ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକାଧିକ ପ୍ରମୁଖ ରେଳ ପ୍ରକଳ୍ପର ଶୁଭାରମ୍ଭ କରିଥିବାବେଳେ କେତେକର ଶିଳାନ୍ୟାସ କରିଛନ୍ତି | ଏହି ପଦକ୍ଷେପଗୁଡ଼ିକ ବିଭିନ୍ନ ଅଞ୍ଚଳରେ ବିଶେଷ ଭାବେ…

Read More

ଦୁର୍ଗା ଚରଣ ମହାପାତ୍ରଙ୍କର ୧୮ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଦୁର୍ଗା ଚରଣ ମହାପାତ୍ରଙ୍କର ୧୮ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ଦୁର୍ଗା ଚରଣ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦୁର୍ଗା ଚରଣ ମହାପାତ୍ରଙ୍କର ୧୮ତମ ଶ୍ରାଦ୍ଧ ବାର୍ଷିକୀ ପୁରୁଣା ଭୁବନେଶ୍ୱର ସ୍ଥିତ ହାଟ ସାହିରେ ଥିବା ସଭା ଗୃହରେ ପାଳିତ ହୋଇଯାଇଛି । ସେ ଜଣେ ମେଳାପି , ପରୋପକାରୀ ମଣିଷଟିଏ ଥ୍‌ôଲେ । ମନ୍ଦିର ମଠର ବିକାଶ ଓ ସୁରକ୍ଷା ନିମନ୍ତେ ସର୍ବଦା ଚେଷ୍ଟା କରି ଆସୁଥିଲେ । ପେଷାରେ ଆଇନୀଜିବୀ ଥାଇ ହିନ୍ଦୁଙ୍କର ମନ୍ଦିର ଓ…

Read More

୧୧୦ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ଦକ୍ଷତା ବିକାଶ କର୍ମଶାଳା

୧୧୦ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ଦକ୍ଷତା ବିକାଶ କର୍ମଶାଳା ଭୁବନେଶ୍ୱର, ତା. ୨୦.୧୨.୨୦୨୪ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ରାଜ୍ୟରେ ଥିବା ୧୧୦ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ଅଧ୍ୟକ୍ଷ-ଅଧ୍ୟକ୍ଷାମାନଙ୍କ କାର୍ଯ୍ୟ ସମୀକ୍ଷା ଓ ଦକ୍ଷତା ବିକାଶ କର୍ମଶାଳା କୃଷି ଭବନଠାରେ ଆୟୋଜିତ ହୋଇଯାଇଅଛି I କର୍ମଶାଳାର ପ୍ରାରମ୍ଭରେ ଉଦବୋଧନ ଦେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ଶ୍ରୀଯୁକ୍ତ ରଘୁରାମ ଆର ଆୟାର ସମସ୍ତ ଅତିଥି, କର୍ମଶାଳାରେ ଅଂଶ…

Read More
Back To Top
× How can I help you?