ଜନସାଧାରଣଙ୍କ ସୁବିଧା ପାଇଁ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ସେବା ଦିବସ ସଂଶୋଧିତ
● ଯାତ୍ରୀଙ୍କ ସୁବିଧା ପାଇଁ ପ୍ରତିବଦ୍ଧ, ପୂର୍ବତଟ ରେଳପଥ ଭୁବନେଶ୍ୱର, 26.03.2025: ଯାତ୍ରୀ ସୁବିଧାକୁ ବୃଦ୍ଧି କରିବା ପାଇଁ 20835/20836 ରାଉରକେଲା-ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ସେବା ସୂଚୀକୁ ସଂଶୋଧନ କରାଯାଇଛି । ବର୍ତ୍ତମାନ ଶନିବାର ବ୍ୟତୀତ ପ୍ରତିଦିନ ଚଳାଚଳ କରୁଥିବା ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଏବେ ମଙ୍ଗଳବାର ବ୍ୟତୀତ ପ୍ରତିଦିନ ଚଳାଚଳ କରିବ। ସଂଶୋଧିତ ସେବା ସମୟସୂଚୀ ଏହିପରି ହେବ… ଏହି ଟ୍ରେନ ପାଇଁ 3 ଜୁନ୍ 2025 ଠାରୁ ସାପ୍ତାହିକ ଛୁଟି…