admin

ଲୋକଙ୍କ ସେବାରେ ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ

ଭବାନୀପାଟଣା ତା ୪/୪/୨୦୨୫(ଜଗନ୍ନାଥ ଏକ୍ସପ୍ରେସ୍ )କଳାହାଣ୍ଡି ଜିଲ୍ଲା ଗୋଲାମଣ୍ଡା ବ୍ଲକ ଅଞ୍ଚଳରେ ଦିନକୁ ଦିନ ଚର୍ଚ୍ଚାର ବିଷୟ ଦେଖିବାକୁ ମିଳିଛି। ବ୍ଲକ୍ ଅଧ୍ୟକ୍ଷ ହେବ ତୋ ଏମିତି ଦୁଃଖୀ ହିନ ଅସହାୟ ବ୍ୟକ୍ତି ଗରିବ ଲୋକଙ୍କର ଦରଦୀ ବନ୍ଧୁ। ଦୁଃଖୀ ଦରିଦ୍ର ସେବା ତଥା ବୃଦ୍ଧ ବୃଦ୍ଧା ଙ୍କୁ ଭତା ଟଙ୍କାରେ ସାହାଯ୍ୟ ହେଉ ବା ଗରିବଙ୍କ ରାସନ କାର୍ଡ ରେ ଚାଉଳ ବା ଅନାନ୍ୟ ସମସ୍ୟା ର ସମାଧାନ କେମିତି ପାଇବେ ତାହା ନିର୍ଣ୍ଣୟ କରିବା…

Read More

ଶହୀଦ ରଘୁ-ଦିବାକରଙ୍କ ଆତ୍ମ ବଳିଦାନ ଅତୁଳନୀୟ ଶହୀଦଙ୍କ ଭବ୍ୟ ପ୍ରତିମୂର୍ତ୍ତି ରାଜଧାନୀରେ ପ୍ରତିଷ୍ଠା ହେବ-ବାଚସ୍ପତି

ଭୁବନେଶ୍ୱର, ୪.୪ : ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିବିଭାଗ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ରଣପୁର ପ୍ରଜା ଆନେ୍ଦାଳନରେଶହୀଦ ହୋଇଥିବା ଯୁବ ଅମ୍ଲାନ କବି, ବିପ୍ଲବୀ, ମହାନ୍ ବ୍ୟକ୍ତିତ୍ୱର ଅଧିକାରୀ ଶହୀଦରଘୁ-ଦିବାକରଙ୍କ ୮୫ତମ ବଳିଦାନ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଭୁବନେଶ୍ୱରୟୁନିଟ୍-୯ସ୍ଥିତ ରଘୁ-ଦିବାକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣକରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ବିଧାନସଭାର ମାନନୀୟାବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ବିଶିଷ୍ଟ ଅତିଥି ତଥା…

Read More

ଛତା, ଜୋତା ଦିଅ, ଭତ୍ତା ବଢାଅ : ଓଡ଼ିଆ ଅସ୍ମିତା ପରିଷଦ

ଭୁବନେଶ୍ୱର, ୩.୪ : କ୍ରମବର୍ଦ୍ଧିଷ୍ଣୁ ଗ୍ରୀଷ୍ମ ପ୍ରବାହକୁଆଖିରେ ରଖି ଭତ୍ତା ପାଉଥିବା ସମସ୍ତ ବୁଢାବୁଢୀ ଓ ଦିବ୍ୟାଙ୍ଗଙ୍କୁ ଛତା ଓଜୋତା ଦେବାକୁ ଓଡ଼ିଆ ଅସ୍ମିତା ପରିଷଦ ଦାବି କରିଛି ।ସେହିଭଳି ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ବିକଳାଙ୍ଗ ଭତ୍ତା ଅନ୍ତତଃ ପକ୍ଷେ୨୦୦୦ ଟଙ୍କାକୁ ବୃଦ୍ଧି କରିବା ଓ ଛତା, ଜୋତା ପାଇଁ ଆଗାମୀ ୧୫ତାରିଖରୁ ସବୁ ପଞ୍ଚାୟତ ଅଫିସ୍ରେ ଦେବାକୁ ଓଡ଼ିଆ ଅସ୍ମିତାପରିଷଦର ଆବାହକ ରବି ବେହେରା ଦାବି କରିଛନ୍ତି । ଏହା ବ୍ୟତୀତଜଳଛତ୍ର ଖୋଲିବାକୁ…

Read More

2024-25 ଆର୍ଥିକ ବର୍ଷରେ 259.254 ନିୟୁତ ଟନ୍ର ରେକର୍ଡ ପଣ୍ୟ ବୋଝେଇ ହାସଲ କରିଛି ପୂର୍ବତଟ ରେଳ ପଥ

√■ ଭାରତୀୟ ରେଳବାଇର ପ୍ରଥମ ଜୋନ୍ ଭାବେ 259 ନିୟୁତ ଟନ୍ ମୂଳ ପଣ୍ୟ ପରିବହନକୁ ଅତିକ୍ରମ √■ ଏହି ସମୟ ମଧ୍ୟରେ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ (ଏସଇସିଆର) 253.208ନିୟୁତ ଟନ୍, ଦକ୍ଷିଣ ପୂର୍ବ ରେଳପଥ (ଏସଇଆର) 212.361ନିୟୁତ ଟନ୍ ଏବଂ ପୂର୍ବ କେନ୍ଦ୍ରୀୟ ରେଳପଥ (ଇସିଆର)  202.62ନିୟୁତ ଟନ୍ ପଣ୍ୟ ପରିବହନ କରିଛି। √■ ପୂର୍ବ ରେକର୍ଡକୁ ଅତିକ୍ରମ କରି ପୂର୍ବତଟ ରେଳପଥ ପକ୍ଷରୁ ଯେକୌଣସି ଜୋନ୍ ଦ୍ୱାରା ସର୍ବାଧିକ ମାଲ ପରିବହନ। √■…

Read More

୧୩ ଦଫା ଦାବିରେ ଓଡ଼ିଶା ରାଜ୍ୟ ଅସଂଗଠିତ ଶ୍ରମିକ ସଂଘ ସମନ୍ୱୟକମିଟିର ଗଣଧାରଣା

ଭୁବନେଶ୍ୱର, ୨.୪ : ଓଡ଼ିଶା ରାଜ୍ୟ ଅସଂଗଠିତ ଶ୍ରମିକ ସଂଘ ସମନ୍ୱୟ କମିଟିତରଫରୁ ବୁଧବାର ନିର୍ମାଣ ଓ ଅସଂଗଠିତ ଶ୍ରମିକମାନଙ୍କ ସମସ୍ୟା ସମ୍ବଳିତ ୧୩ ଦଫା ଦାବିନେଇ ବିଧାନସଭା ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତିଶ୍ରୀ ନୃଚିଂହ ଚରଣ ମିଶ୍ର, ସାଧାରଣ ସମ୍ପାଦକ ଶ୍ରୀ ଦୀନବନ୍ଧୁ ସହୁ, ସଂଗଠନ ସମ୍ପାଦକନାରାୟଣ ପ୍ରଧାନ, ସହ ସମ୍ପାଦକ ରମେଶ ଜେନା, ଧୀରେନ ନାୟକଙ୍କ ନେତୃତ୍ୱରେ ଯାଜପୁର,ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ,ଛତ୍ରପୁର, ପୁରୀ,…

Read More

ଅମୃତ ଷ୍ଟେସନ ଯୋଜନା ଅନ୍ତର୍ଗତ ପାରଳାଖେମୁଣ୍ଡି ରେଳ ଷ୍ଟେସନର ପୁନର୍ବିକାଶ _ଏକ ଦୃଷ୍ଟିକୋଣ

ଭୁବନେଶ୍ୱର, ଏପ୍ରିଲ 1, 2025 – ଆଧୁନିକ ସୁବିଧା, ବର୍ଦ୍ଧିତ ଯାତ୍ରୀ ଅଭିଜ୍ଞତା ଏବଂ ଦୀର୍ଘକାଳୀନ ସ୍ଥାୟୀତ୍ୱ ଉପରେ ଧ୍ୟାନ ଦେଇ ସାରା ଭାରତରେ ଷ୍ଟେସନଗୁଡ଼ିକୁ ଉନ୍ନତ କରିବା ପାଇଁ ରେଳ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ପଦକ୍ଷେପ, ଅମୃତ ଷ୍ଟେସନ ଯୋଜନାର ଅଂଶ ଭାବରେ ଐତିହାସିକ ପାରଳାଖେମୁଣ୍ଡି ରେଳ ଷ୍ଟେସନର ପୁନର୍ବିକାଶ ଓ ନବୀକରଣ କରାଯାଉଅଛି । ₹16.4 କୋଟି ଟଙ୍କା ବିନିଯୋଗରେ ପୁନର୍ବିକାଶ ବ୍ୟୟ ବରାଦ ସହିତ ଷ୍ଟେସନକୁ ଏହାର ଐତିହାସିକ ଆକର୍ଷଣ…

Read More

ଅନ୍ତୋଦୟ ଗୃହ ଯୋଜନା”ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭବାନୀପାଟଣା ତା ୩୦/୩/୨୫(ଜଗନ୍ନାଥ ଏକ୍ସପ୍ରେସ୍)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କ୍ରୀଷ୍ଣାନଗର ପଡିଆଠାରେ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଯୋଗ୍ୟ ହିତାଧୂକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ ସହ ୩ ବର୍ଷରେ ୭ ହଜାର ୫୫୦ କୋଟି ଟଙ୍କା,ଏ ବାବଦରେ ବିନିଯୋଗ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଶେଷକରି କେଉଁମାନଙ୍କୁ ଏହି ଯୋଜନାରେ ଘର ମିଳିବ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଭିନ୍ନକ୍ଷମ, ବିଧବା, ରୋଗାକ୍ରାନ୍ତି ଏବଂ ଶହୀଦ ପରିବାରକୁ ଏହି ଯୋଜନାରେ…

Read More

ଆନ୍ତର୍ଜାତୀୟ ତୃତୀୟଲିଙ୍ଗି ଦିବସ

ରାଜ୍ୟରେ ତୃତୀୟଲିଙ୍ଗି ୱେଲଫେୟାର ବୋର୍ଡ଼ ଗଠନ କରାଯାଉ-ପ୍ରତାପ ସାହୁ, ପୂର୍ବତନ ଅଧ୍ୟକ୍ଷ ଭୁବନେଶ୍ୱର, ୩୦.୩. : ମାର୍ଚ୍ଚ ୩୧ ତାରିଖ ଆନ୍ତର୍ଜାତୀୟ ତୃତୀୟଲିଙ୍ଗି ଦିବସ । ଏହି ଦିବସସାରା ବିଶ୍ୱରେ ପାଳନ ହେଉଥିବା ବେଳେ ଭାରତରେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲା ବାରାଜ୍ୟରେ ଧୁମ୍ଧାମ୍ରେ ପାଳନ କରୁଛନ୍ତି । କିନ୍ତୁ ବଡ଼ ଦୁଃଖର ବିଷୟ ଭାରତର ହାତଗଣତିକେତୋଟି ରାଜ୍ୟକୁ ଛାଡ଼ିଦେଲେ ଅନ୍ୟ କୌଣସି ରାଜ୍ୟରେ ତୃତୀୟଲିଙ୍ଗି ୱେଲଫେୟାରବୋର୍ଡ଼ ଗଠନ କରାଯାଇ ନାହିଁ । ଓଡ଼ିଶାରେ…

Read More

ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ:

ଭୁବନେଶ୍ୱର, 28 ମାର୍ଚ୍ଚ, 2025: ଏକ ଉଲ୍ଲେଖନୀୟ ସଫଳତାରେ, ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷ ଶେଷ ହେବାର 10 ଦିନ ପୂର୍ବରୁ 250 କୋଟି ଟଙ୍କାର ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟକୁ ସଫଳତାର ସହ ଅତିକ୍ରମ କରିଛି । ରେଳବାଇ ବୋର୍ଡ ଦ୍ୱାରା 2024-25 ଆର୍ଥିକ ବର୍ଷ ପାଇଁ 250 କୋଟି ଟଙ୍କାର ଲକ୍ଷ୍ୟ ଧାର୍ଯ୍ୟକୁ 21 ମାର୍ଚ୍ଚ, 2025 ରେ ହାସଲ କରାଯାଇଥିଲା। ଏହି ତାରିଖ ସୁଦ୍ଧା, ପୂର୍ବତଟ ରେଳପଥ ମୋଟ 265.62 କୋଟି ଟଙ୍କାର…

Read More

ସ୍କାଉଟସ୍ ଏବଂ ଗାଇଡସ୍ର “ପ୍ରତିବିମ୍ବ” ଶିିବିର

ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼ସ୍ ଦ୍ୱାରା ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସ୍କାଉଟ ଏବଂ ଗାଇଡ୍ମାନଙ୍କୁ ନେଇ ଗତ ୨୫ ତାରିଖରୁ ଆରମ୍ଭ ହୋଇଥିବା “ପ୍ରତିବିମ୍ବ” ଆଜି ସଂଧ୍ୟାରେ ଉଦ୍ୟାପିତ ହୋଇଅଛି । ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳି ପ୍ରସାଦ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେଯେ ଏହି ଶିବିରଟି ପିଲାମାନଙ୍କ ପାଇଁ ବହୁ ଉପାଦେୟ ହେବ । ଓଡିଶାର ବିଭିନ୍ନ କୋଣ ଅନୁକୋଣରେ ଲୁଚି ରହିଥିବା ଯୁବ ପ୍ରତିଭାମାନଙ୍କୁ ଖୋଜି…

Read More
Back To Top
× How can I help you?