ଭୁବନେଶ୍ୱର,୧୨.୪ : ମା’ ସୁନଦେଇ ପ୍ରଡକ୍ସନ ଓ
ବି.କେ କି୍ରଏସନ ଓଡ଼ିଆ ତରଫରୁ ଭୁବନେଶ୍ୱର
ଆଇଆରସି ଭିଲେଜସ୍ଥିତ ଡି ବ୍ରେକ କାଫେରେ ଏକ
ସୁନ୍ଦର ଓଡ଼ିଆ ଆଧୁନିକ ଆଲବମ୍ ‘ତୋ ପାଖରେ ମନ
ହଜେଇ’ର ଅଡ଼ିଓ ରିଲିଜି ହୋଇଯାଇଛି । ଏହି
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ
ପି୍ରୟଦର୍ଶୀ ମିଶ୍ର ଏବଂ ପ୍ରଯୋଜକ ବିବେକାନନ୍ଦ
ବାରିକ, ପ୍ରଭାତୀ ବାରିକ, ଗାୟକ ସ୍ମୃତିପ୍ରତୀକ ଓ
ସୁଜନ୍ୟା ରଥ, ସଙ୍ଗୀତ ଓ ଲେଖକ ରାଗ ନାୟକଙ୍କ ସମେତ ବହୁ
ଜ୍ଞାନୀଗୁଣି ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ ।
ଶେଷରେ ପ୍ରଯୋଜକ ନନ୍ଦ ବାରିକ କାର୍ଯ୍ୟକ୍ରମ ପରି·ଳନା
କରିବା ସହ ଆଗକୁ ଆହୁରି ସୁନ୍ଦର ଭଜନ ଓ ହାସ୍ୟରସ
ଆଲବମ ଭେଟି ଦେବେ ବୋଲି ପ୍ରଯୋଜକ ଶ୍ରୀ ବାରିକ
ସୂଚନା ଦେଇଛନ୍ତି ।
Daily News