ସ୍କାଉଟସ୍ ଏବଂ ଗାଇଡସ୍ର “ପ୍ରତିବିମ୍ବ” ଶିିବିର
ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼ସ୍ ଦ୍ୱାରା ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସ୍କାଉଟ ଏବଂ ଗାଇଡ୍ମାନଙ୍କୁ ନେଇ ଗତ ୨୫ ତାରିଖରୁ ଆରମ୍ଭ ହୋଇଥିବା “ପ୍ରତିବିମ୍ବ” ଆଜି ସଂଧ୍ୟାରେ ଉଦ୍ୟାପିତ ହୋଇଅଛି । ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳି ପ୍ରସାଦ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେଯେ ଏହି ଶିବିରଟି ପିଲାମାନଙ୍କ ପାଇଁ ବହୁ ଉପାଦେୟ ହେବ । ଓଡିଶାର ବିଭିନ୍ନ କୋଣ ଅନୁକୋଣରେ ଲୁଚି ରହିଥିବା ଯୁବ ପ୍ରତିଭାମାନଙ୍କୁ ଖୋଜି…