ଟ୍ରେନରେ ଚାରିଧାମ ଯାତ୍ରା

ଚାରିଧାମ ଯାତ୍ରା ପାଇଁ ଭାରତ ଗୌରବ ଡିଲକ୍ସ ଟ୍ରେନ ଚଳାଚଳ ବଦ୍ରିନାଥ, ଜଗନ୍ନାଥ ପୁରୀ, ରାମେଶ୍ୱରମ୍ ଏବଂ ଦ୍ୱାରକା ଦେଶର ଚାରି ଦିଗରେ ଅବସ୍ଥିତ ଏପରି ଚାରୋଟି ପବିତ୍ର ସ୍ଥାନ ଯାହାକୁ ପ୍ରତ୍ୟେକ ଭାରତୀୟ ପରିଦର୍ଶନ କରିବାକୁ ଇଚ୍ଛା କରନ୍ତି |  ଦେଶର ଏହି ଚାରିଧାମକୁ ଟ୍ରେନରେ ଯାତ୍ରା କରିବା ସମ୍ଭବ |  ଏଥିପାଇଁ ଭାରତୀୟ ରେଳବାଇ ଦ୍ୱାରା ଭାରତ ଗୌରବ ଡିଲକ୍ସ ପର୍ଯ୍ୟଟନ ଟ୍ରେନ୍ ଚଳାଚଳ କରାଯାଉଅଛି |  ଚାରିଧାମକୁ ସଂଯୋଗ କରିବା ପାଇଁ ଭାରତୀୟ…

Read More

ଜାତି ଜନଗଣନାକୁ ସ୍ୱାଗତଓଡ଼ିଶାରେ ଓବିସିଙ୍କୁ ୨୭ ଭାଗ ସଂରକ୍ଷଣ ଦେବାକୁ ଦାବି

ଭୁବନେଶ୍ୱର, ୨.୫ : ୧୯୯୦ ମସିହା ଅଗଷ୍ଟ ୭ ତାରିଖ ଦିନ କେନ୍ଦ୍ର ସରକାର ସରକାରୀ ·କିରିରେ ୨୭ଭାଗ ପଛୁଆବର୍ଗ ସଂରକ୍ଷଣ ଲାଗୁ କଲେ । ବହୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କର ଏହି ଘୋଷଣାକୁ ସମ୍ମାନଜଣାଇ ନିଜ ନିଜ ରାଜ୍ୟରେ ପଛୁଆବର୍ଗଙ୍କ ପାଇଁ ୨୭ଭାଗ ସଂରକ୍ଷଣ କାର୍ଯ୍ୟକାରୀ କଲେ । କିନ୍ତୁଦୁଃଖର କଥା ଓଡ଼ିଶା ସରକାର ମଣ୍ଡଳ କମିଶନର ଏହି ସୁପାରିଶ ବିରୁଦ୍ଧରେ ସୁପ୍ରିମକୋର୍ଟ ଗଲେ ଏବଂରାଜ୍ୟରେ ଏହାକୁ ଲାଗୁ କଲେନାହିଁ । ପରେ ସୁପ୍ରିମକୋର୍ଟ…

Read More

ଓଡ଼ିଶା ପ୍ରଗତି ଦଳ ପକ୍ଷରୁ ପହଲଗାଓଁଆତଙ୍କୀ ଆକ୍ରମଣରେ ମୃତକଙ୍କୁ ଶ୍ରଦ୍ଧାଳି

ଭୁବନେଶ୍ୱର : ୦୨.୦୫ : ଜାମ୍ମୁ-କାଶ୍ମୀର ପହଲଗାଓଁ ପାକିସ୍ତାନୀ ଆତଙ୍କୀବାଦୀ ସଂଗଠନଦ୍ୱାରା ବର୍ବୋରଚିତ ଆକ୍ରମଣ ଘଟଣାରେ ବାଲେଶ୍ୱର ଜିଲ୍ଲାର ପ୍ରଶାନ୍ତ କୁମାର ଶତପଥି ଓବଲାଙ୍ଗୀର ଜିଲ୍ଲାର ଦୀନେଶ ଅଗ୍ରୱାଲଙ୍କ ସମେତ ୨୬ ଜଣ ପ୍ରାଣ ହରାଇଥିବା ନିରୀହ ପର୍ଯ୍ୟଟକପ୍ରାଣ ହରାଇଥିଲେ । ଏହି ଆକ୍ରମଣର ଦୃଢ଼ ନିନ୍ଦା କରିବା ସହ ପ୍ରାଣ ହରେଇଥିବା ନିରୀହପର୍ଯ୍ୟଟକଙ୍କ ସ୍ମୃତି ଉଦେ୍ଦଶ୍ୟରେ ଓଡ଼ିଶା ପ୍ରଗତି ଦଳ ପକ୍ଷରୁ ଗୁରୁବାର ସନ୍ଧ୍ୟା ୬ ଘଟିକା ସମୟରେଭୁବନେଶ୍ୱର ୟୁନିଟ୍-୩ସ୍ଥିତ ଶ୍ରୀରାମ ମନ୍ଦିର ସମ୍ମୁଖରେ ସାମୂହିକ…

Read More

ସୃଷ୍ଟିଧର ପରିଡ଼ାଙ୍କ ‘ମୁଠାଏ ସ୍ୱପ୍ନ’ ଲୋକାର୍ପିତ

ଭୁବନେଶ୍ୱର, ୨.୫ : ଓଡ଼ିଶା ସାହିତ୍ୟ ଏକାଡ଼େମୀପୁରସ୍କାରପ୍ରାପ୍ତ ବିଶିଷ୍ଟ ସାହିତି୍ୟକ ତଥା ଦୈନିକ ଓଡ଼ିଆଖବରକାଗଜ ‘ଧ୍ୱନି ପ୍ରତିଧ୍ୱନି’ର ସମ୍ପାଦକ ସୃଷ୍ଟିଧର ପରିଡ଼ାଙ୍କସଦ୍ୟ ପ୍ରକାଶିତ ନୂତନ ଗଳ୍ପ ସଂକଳନ “ମୁଠାଏ ସ୍ୱପ୍ନ” ପୁସ୍ତକକୁଶୁକ୍ରବାର ଅପରାହ୍ନରେ ଲୋକସେବା ଭବନସ୍ଥିତ ପ୍ରେସ୍ ଲାଉଞ୍ଜପରିସରରେ ବିଶିଷ୍ଟ ସାମ୍ବାଦିକ ତଥା ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକଲୋକାର୍ପକଣ କରିଛନ୍ତି ।ଏହି ଉପଲକ୍ଷେ ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀଙ୍କଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଲେଖକ ଶ୍ରୀ ପରିଡ଼ା ‘ମୁଠାଏସ୍ୱପ୍ନ’ର ପୁସ୍ତକ ରଚନାର ପୃଷ୍ଠଭୂମି ଏବଂ ସାମ୍ପ୍ରତିକ ସମାଜିକରାଜନୈତିକ ଅବସ୍ଥାରେ ପ୍ରଭାବିତ…

Read More
Back To Top
× How can I help you?