ରଘୁନାଥପୁର ତହସିଲଦାର ଙ୍କ ବଦଳି ବାତିଲ ପାଇଁ ଅଣ୍ଟାଭିଡୁଛନ୍ତି ସାଂସଦ ବଦଳି ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ସଚେତନ ନାଗରିକଙ୍କ ଦାବୀ

ଜଗତସିଂହପୁର ତା ୮/୫(ନିପ୍ର) ରଘୁନାଥପୁର ଅଂଚଳର ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗକୁ ଭିତିକରି ରାଜ୍ୟ ସରକାର ରଘୁନାଥପୁର ତହସିଲଦାର ଅଭିପ୍ସା ପଟ୍ଟନାୟକଙ୍କ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତହସିଲକୁ ବଦଳି କରିଛନ୍ତି। ତାଙ୍କର ବଦଳି ନାମାକୁ ଅଂଚଳର କିଛି ଦୁର୍ନୀତିଗ୍ରସ୍ତ କୁଜିନେତା ଓ ଜୈନିକ ସାଂସଦ ବାତିଲ କରିବା ପାଇଁ  ମସୁଧା ଚଳାଇଥିବା କଥା ଅଞ୍ଚଳରେ ଚର୍ଚ୍ଚାଜୋର ଧରିଥିବାବେଳେ ଏହାକୁ ବିରୋଧ କରି ଗୁରୁବାର ଜିଲ୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରା…

Read More

ରାସ୍ତା ଉପରେ ହୁହୁହୋଇ ଜଳିଲା କାର ମୣତ୍ୟୁମୁଖରୁ ଅଳ୍ପକେ ବର୍ତ୍ତୀଲେ ପରିବାର ଲୋକେ

ଜଗତସିଂହପୁର ତା ୯/୫(ନିପ୍ର)ରଘୁନାଥପୁର ବ୍ଲକ ଅଧିନ ତାରପୁରବାଇପାସ କଟକ ପାରାଦୀପ ରାସ୍ତାରେ ଶୁକ୍ରବାର ଅପରାହ୍ନ ରେ ଏକ ମାରୁତି ସେଲର କାର ନଂ ODO1Z4377ହୁତହୁତ ହୋଇ ଜଳୁଥିବାର ଦେଖିବାକୁ ମିଳିଛି।ତେବେ ସ୍ଥାନୀୟ ହରିଷପୁର ଗ୍ରାମର ଜୈନିକ ବ୍ୟକ୍ତି ପରିବାର ସହିତ୪ଜଣ ନିଜ କାରେଯୋଗେ ନିଜ ଘରର ପୂଜାସାମଗ୍ରୀ କୁ ନେଇ ମହାନରେ ବିର୍ଜନ କରିବାକୁ ଯାଉଥିବାବେଳେ ରାସ୍ତାରେ ସୁଖିଥିବା ମୁଖଗଛ କାର ଚକାରେ ଲାଗି ନିଆଁଲାଗିଯାଇଥିଲା।କାର ରେ ନିଆଁ ଲାଗିବାଦେଖି ବାଇକରେ ଆସୁଥିବା ଜଣେ ବାଟୋଇ ଗାଡିଚାଳକକୁ…

Read More

ଖାଇଙ୍ଗ ଜଙ୍ଗଲ ନାଲା ପାଲଟିଛି ମଦ ମାଫିଆ l

ଭବାନୀପାଟଣା ତା ୧୦/୫/୨୫(ଜଗନ୍ନାଥ ଏକ୍ସପ୍ରେସ୍)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗର୍ଡ ବ୍ଲକ ହାତୀମୁଣ୍ଡା ରେତ ଡେମ ଠାରେ ଦୀର୍ଘ ଦିନ ହେବ ଚାଲିଥିଲା ଚୋରା ହାତ ରନ୍ଧା ମଦ କାରବାର କଳାହାଣ୍ଡି ଅବକାରୀ ସୁପରିଟେଣ୍ଡ ରଞ୍ଜନ କୁମାର ନାଏକ ଙ୍କ ନେତୃତ୍ୱରେ ବଡ ଧରଣର ଚଢ଼ାଉ କରିଥିବା ବେଳେ ପୁଣି ଆଜି ଖାଇଙ୍ଗ ଗ୍ରାମ ପଛ ପଟେ ଲାଗିରହିଥିବା ଜଙ୍ଗଲ ନାଲା ରେ ମଦ ମାଫିଆଙ୍କ ହବ ଜଙ୍ଗଲ ନାଲା ଠାରେ ଦେଶୀ ମହୁଲି ର କାରବାର ବହୁ ଜୋରସୋର…

Read More

ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୫, ଅନୁଷ୍ଠିତ, ୨୬୨୦ ଟି ମାମଲା ଫଇସଲା

ଭବାନୀପାଟଣା ତା ୧୦/୫/୨୫(ଜଗନ୍ନାଥ ଏକ୍ସପ୍ରେସ୍)କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଗୁଡିକରେ ଚଳିତ ବର୍ଷ ୨୦୨୫ ର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ତା ୧୦.ରିଖ (ଶନିବାର) ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ, ଶ୍ରୀ ଅନୁପ ରଞନ ପଟ୍ଟନାୟକ ଓ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଶୁଭଗୌତମ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ବିଭିନ୍ନ…

Read More
Back To Top
× How can I help you?