ବିଶିଷ୍ଟ ସମାଜସେବୀ କିଶୋର ସାମଲଙ୍କ ପରଲୋକ
ଭୁବନେଶ୍ୱର, ୭.୫ : ବରିଷ୍ଠ କଂଗ୍ରେସ ନେତା, ଚୌଦ୍ୱାରମୁ୍ୟନିସିପାଲିଟି ୧ ନମ୍ବର ୱାର୍ଡ଼ର ପୂର୍ବତନ କାଉନସିଲର,ଜଣାଶୁଣା ସମାଜସେବୀ ତଥା ଚୌଦ୍ୱାର କଲେଜର ପୁରାତନ ଛାତ୍ରସଂସଦର ଉପସଭାପତି କିଶୋର ସାମଲଙ୍କର ଆଜି ସକାଳେ ତାଙ୍କବାସଭବନରେ ପରିଲୋକ ହୋଇଯାଇଛି । ମୃତୁ୍ୟବେଳକୁ ତାଙ୍କୁ ୬୨ବର୍ଷ ବୟସ ହୋଇଥିଲା । ଗତ କିିଛିଦିନ ଧରି ସେ ଅସୁସ୍ଥ ଥିଲେ ।ମୃତୁ୍ୟଶଯ୍ୟା ନିକଟରେ ତାଙ୍କର ପନôୀ, ପୁତ୍ର, ପରିବାରବର୍ଗ ଓଆତ୍ମୀୟ ସଜ୍ଜ୍ୱନ ଉପସ୍ଥିତ ଥିଲେ । ଶ୍ରୀ ସାମଲଙ୍କ ମୃତୁ୍ୟ ଖବର ପ୍ର·ରିତହେବା…