ବିଜୁବାବୁଙ୍କୁ 2ୟ ବିଶ୍ୱଯୁଦ୍ଧ ପାଇଁ ରୁଷିଆର ସମ୍ମାନ,ଓଡିଶା ପାଇଁ ଗର୍ବ -ଓଡ଼ିଆ ଅସ୍ମିତା ପରିଷଦ
ଭୁବନେଶ୍ୱର ତା 5/5- ନାଜି ଜର୍ମାନୀର ଆକ୍ରମଣକୁ ବେଖାତିର କରି ଦ୍ୱତୀୟ ବିଶ୍ୱଯୁଦ୍ଧ ସମୟରେ ବିଜୁପଟନାୟକ ଯେଉଁ ସାହସ ଓ ପରାକ୍ରମ ଦେଖାଇ ଥିଲେ ସେଥିପାଇଁ ଆଜି ଅଶି ବର୍ଷ ପରେ ରୁଷିଆ ପକ୍ଷରୁ ବିଜୁବାବୁଙ୍କୁ ସମ୍ମାନିତ କରିବା ପାଇଁ ତାଂକ ପୁଅ ନବୀନ ପଟନାୟକଙ୍କ ପାଖକୁ ନିମନ୍ତ୍ରଣ ଆସିବା ଓଡ଼ିଆ ଜାତି ପାଇଁଗର୍ବ ଓ ଗୌରବ. ଓଡ଼ିଆ ଅସ୍ମିତା ପରିଷଦ ଏହାକୁ ସ୍ୱାଗତ କରୁଛି. ବିଜୁ ବାବୁଙ୍କ ସ୍ୱାଧୀନତା ସଂଗ୍ରାମକୁ ଅବଦାନ,ଦ୍ୱତୀୟ ବିଶ୍ୱ ଯୁଦ୍ଧ, ଇଣ୍ଡୋନେସିଆ…