ଡ୍ରାଇଭର ଙ୍କୁ ଆର୍ ଟିଓ ଲେଡି କନେଷ୍ଟବଳ ଙ୍କ ଚାପୁଡ଼ା ମାଡ।ତାତିଲେ ଡ୍ରାଇଭର ସଂଘ ।

ଭବାନୀପାଟଣା ତା ୩/୫/୨୫(ନିପ୍ର)କଳାହାଣ୍ଡି ଜିଲ୍ଲା ଆର୍ ଟିଓ କନେଷ୍ଟବଳ ଡ୍ରାଇଭର ଙ୍କ ଗାଲରେ ଚାପୁଡା ମରା ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ। ତାତିଲେ ଡ୍ରାଇଭର ସଂଘ। କିଛି ଦିନ ତଳେ ଦେପୁର ନିକଟରେ କଳାହାଣ୍ଡି ଆରଟିଓ ର ଗାଡି ଚେକିଙ୍ଗ ସମୟରେ ,ରାୟପୁର ଯାଉଥିବା ଟ୍ରକ ଡ଼୍ରାଇଭର ଇନ୍ଦ୍ରଦେବ ୟାଦବ ଙ୍କୁ ଅଟକାଇ ଥିଲେ। ୧୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ, ନଦେଲେ ୫୦ ହଜାର ଫାଇନ ଦେବେ ବୋଲି କହିଥିଲେ। ଡ଼୍ରାଇଭର ଙ୍କ କହିବା ଅନୁସାରେ…

Read More
Back To Top
× How can I help you?