April 29, 2025
ଭୂମିହୀନଙ୍କୁ ଘରଡ଼ିହ, ଜମିହିନକୁ ଦଖଲ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ।
୨୦୦୬ ଜଙ୍ଗଲ ଅଧିକାର ଆଇନକୁ କଡ଼ାକଡ଼ି ଲାଗୁ କରିବା ଦାବୀରେ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ । ଭବାନୀପାଟଣା ତା ୨୮/୪/୨୫/ଭାରତୀୟ କମ୍ୟୁନିଷ୍ଟ ପାର୍ଟି କଳାହାଣ୍ଡି ଜିଲ୍ଲା ପରିଷଦ ପକ୍ଷରୁ ରାଜ୍ୟ ସମ୍ପାଦକ ଦାମୋଦର ବେହେରାଙ୍କ ନେତୃତ୍ୱରେ ଯେଉଁ ପରିବାର ଭୂମିହୀନ ଓ ଜମିହୀନ ସେହି ପରିବାରଙ୍କୁ ଦଖଲ ଚାଷଜମି ସମେତ ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ କୁ କଡ଼ାକଡ଼ି ଭାବେ ପାଳନ କରି ସମସ୍ତ କୃଷକ ପରିବାର ସମେତ ଆଦିବାସୀ ଦଳିତ ବନବାସୀଙ୍କ…
ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ।
ଭବାନୀପାଟଣା: ତା ୨୮/୪/୨୫(ଜଗନ୍ନାଥ ଏକ୍ସପ୍ରେସ୍) ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ପାଳନ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନହଲ ଭବାନୀପାଟଣା ଠାରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ବିଧାୟକ ଜୁନାଗଡ ଦିବ୍ୟ ଶଙ୍କର ମିଶ୍ର, ବିଧାୟକ ଧର୍ମଗଡ଼ ସୁଧୀର ରଞ୍ଜନ ପାଟଯୋଷୀ,ଅଧକ୍ଷ ଜିଲ୍ଲାପରିଷଦ ପୁଷ୍ପେନ୍ଦ୍ର ସିଂହଦେଓ, କେନ୍ଦ୍ର ସମବାୟ ବ୍ୟାଙ୍କ ଭବାନୀପାଟନା ସଭାପତି ଗିରୀଶ ଚନ୍ଦ୍ର ବେହେରା,ଏମ୍ ପି, କଳାହାଣ୍ଡି…
ଟିଜି ସୁରକ୍ଷା ଟ୍ରଷ୍ଟ ତରଫରୁ ପହଲଗାଓଁଆକ୍ରମଣରେ ମୃତକଙ୍କ ଉଦେ୍ଦଶ୍ୟରେ ମହମ ଶୋଭାଯାତ୍ରା
ଭୁବନେଶ୍ୱର, ୨୮.୪ : ଜାମ୍ମୁ କାଶ୍ମୀରର ପହଲଗାଓଁଠାରେ ଘଟିଥିବାବର୍ବୋରଚିତ ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କ ସ୍ମୃତି ଉଦେ୍ଦଶ୍ୟରେ ଟିଜିସୁରକ୍ଷା ଟ୍ରଷ୍ଟ ଓ ଅଲ୍ ଓଡ଼ିଶା କିନ୍ନର ସଂଗଠନ ତରଫରୁ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକଠାରେ ଏକ ମହମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଟିଜି ସୁରକ୍ଷା ଟ୍ରଷ୍ଟର ସଭାପତି ମେନକା ପରିଡ଼ାଙ୍କ ନେତୃତ୍ୱରେ ଜାମ୍ମୁକାଶ୍ମୀରରେ ହୋଇଥିବା ବର୍ବୋରଚିତ ହତ୍ୟା ଘଟଣାକୁ ବିରୋଧ କରିବା ସହିତମୃତୁ୍ୟ ବରଣ କରିଥିବା ଭାରତୀୟ ନାଗରିକଙ୍କ ସଦ୍ଗତି ନିମନ୍ତେ ମହମ ଶୋଭାଯାତ୍ରାସହିତ ଶାନ୍ତି ପ୍ରାର୍ଥନା କରାଯାଇଥିଲା…