ଅମୃତ ଭାରତ ଟ୍ରେନ୍ _ ଅମୃତ କାଳର ଏକ ଅନନ୍ୟ ଉପହାର

ଅମୃତ ଭାରତ 2.0 ଟ୍ରେନ୍ ଭାରତୀୟ ରେଳବାଇର ଏକ ଆଧୁନିକ ପଦକ୍ଷେପ |  ଯାହା ସାଧାରଣ ଯାତ୍ରୀମାନଙ୍କୁ କମ ଭଡ଼ାରେ ଉନ୍ନତ ସୁବିଧା, ଆରାମ ଏବଂ ସ୍ୱଦେଶୀ ପ୍ରଯୁକ୍ତିର ଅଭିଜ୍ଞତା ପ୍ରଦାନ କରେ |  ଏହି ଟ୍ରେନ୍‌ଟି ସ୍ୱତନ୍ତ୍ର ଭାବରେ ମଧ୍ୟବିତ୍ତ ବର୍ଗ ଏବଂ ଅନ୍ତ୍ୟୋଦୟ ପାଇଁ ଡିଜାଇନ୍‌ କରାଯାଇଛି |  ଏହାର କୋଚ୍ ସମ୍ପୂର୍ଣ୍ଣ ଭାବରେ ଭାରତରେ ନିର୍ମିତ ଏବଂ ଆତ୍ମନିର୍ଭରଶୀଳ ଭାରତର ଭାବନାକୁ ଆହୁରି ସୁଦୃଢ଼ କରିଥାଏ |  ଅମୃତ ଭାରତ ଟ୍ରେନ୍ ସୁବିଧାଜନକ…

Read More

କୋଟିଆ ସମେତ ଅନ୍ୟ ସୀମାବିବାଦର ସମାଧାନ ପାଇଁ ଓଡ଼ିଆଅସ୍ମିତା ପରିଷଦ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର, ୨୨.୪ : କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ଅନୁପ୍ରବେଶ ଏବେ ସୁଦ୍ଧାଜାରି ରହିଛି । ସରକାରରେ ଯିଏ ଥାଆନ୍ତୁ ନା କାହିଁକି, ଆନ୍ଧ୍ରର ଲୋଲୁପ ଆଖିସବୁବେଳେ କୋଟିଆ ଉପରେ ରହିଛି । ଗତକାଲି କୋଟିଆ ଗ୍ରାମପୁଞ୍ଜର ତିନୋଟିଗ୍ରାମ-ଧୂଳିପଦର, ନେରେଡ଼ି ଭାଲସା ଓ ତାଡ଼ିଭାଲସା ଲୋକମାନେ ଏକାଠି ହୋଇ ପୂର୍ବତନଉପମୁଖ୍ୟମନ୍ତ୍ରୀ ରାଜନ ଦୋରାଙ୍କୁ ଭେଟି ଆନ୍ଧ୍ରରେ ମିଶିବା ପାଇଁ ତାଙ୍କର ସହଯୋଗ କାମନାକରିଛନ୍ତି । ଶ୍ରୀଯୁକ୍ତ ଦୋରା ମଧ୍ୟ ତାଙ୍କୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି…

Read More

ବରିଷ୍ଠ ପ୍ରଶାସନିକ ଅଧିକାରୀ ଶରତ ଚନ୍ଦ୍ରଙ୍କ ବିୟୋଗ

ଭୁବନେଶ୍ୱର ତା 22/04/25 ରାଜ୍ୟ ସରକାରଙ୍କ ପୂର୍ବତନ ଓଡିଶା ପ୍ରଶାସନିକ ସେବା ଅଧିକାରୀ,ବରିଷ୍ଠ ସମାଜସେବୀ ଶରତ ଚନ୍ଦ୍ର ମିଶ୍ରଙ୍କ ସ୍ଥାନୀୟ ରତ୍ନାକରବାଗ ବାସଭବନରେ 88 ବର୍ଷ ବୟସରେ ପରଲୋକ ଘଟିଛି l ଦୀର୍ଘ ମାସ ଧରି ବୟସାଧିକ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ l ଜଣେ ସରଳ, ଦକ୍ଷ,ନିଷ୍ଠାପର ପ୍ରଶାସନିକ ଅଧିକାରୀ ଭାବେ ବେଶ ସୁନାମ ଅର୍ଜନ କରିବା ସହ ପୂଜ୍ୟପୂଜାକୁ ଗୁରୁତ୍ୱ ଦେବା ସହଆଜିକାଲି ର ପୀଢ଼ିଙ୍କୁ ମହାନ ବ୍ୟକ୍ତିତ୍ୱଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସର୍ବଦା ପରାମର୍ଶ…

Read More
Back To Top
× How can I help you?