ମର୍ଯ୍ୟାଦାଜଣକ ଜୀବନର ଅଧିକାର  ଶିକ୍ଷା, ସମ୍ମାନ, ରୋଜଗାର,

 ତା : ୧୮. ୦୪. ୨୦୨୫  ସମସ୍ତଙ୍କ ପାଇଁ ଶିକ୍ଷା ଓ ଶିକ୍ଷା ଶେଷରେ କର୍ମନିଯୁକ୍ତି, ମହିଳା ହିଂସା ରୋକିବା ପାଇଁ କାର୍ଯ୍ୟକାରିପଦକ୍ଷେପ, ସମସ୍ତ ବାହାଘରର ପଞ୍ଜିକରଣକୁ ବାଧ୍ୟତାମୂଳକ କରିବା, ପ୍ରତି ପଂଚାୟତରେ ବିବାହ ପଞ୍ଜିକରଣର ବ୍ୟବସ୍ଥାକରିବା, ବିବାହ ଖର୍ଚ୍ଚ ଉପରେ ଟିକସ ଲାଗୁ କରିବା ପ୍ରଭୃତି ଦାବୀ ଉତଥାପନ ସହିତ ମହିଳା ମାନଙ୍କର ମର୍ଯ୍ୟାଦାଜଣକଜୀବନର ଅଧିକାର ପାଇଁ ଏକ ସାମାଜିକ ଆନ୍ଦୋଳନ ଗଡି ତୋଳିବା ଉଦ୍ଦେଶ୍ୟରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି,ଓଡିଶା ରାଜ୍ୟ କମିଟି…

Read More
Back To Top
× How can I help you?