ସାମାଜିକ ଅର୍ଥନୈତିକ ବିକାଶ ଏବଂ USBRL ପ୍ରକଳ୍ପରେ ଚ୍ୟାଲେଞ୍ଜ

ସଂକ୍ଷିପ୍ତ ଇତିହାସ ଏବଂ ସମୟସୀମା: କାଶ୍ମୀରକୁ ଭାରତୀୟ ରେଳ ନେଟୱର୍କ ସହିତ ସଂଯୋଗ କରିବା ଶତାବ୍ଦୀ ପୁରୁଣା ସ୍ୱପ୍ନ । କାଶ୍ମୀର ଉପତ୍ୟକାକୁ ଏକ ନ୍ୟାରୋଗଜ୍ ରେଳ ସଂଯୋଗ ନିର୍ମାଣ ପାଇଁ ପ୍ରଥମ ଧାରଣା ଏକ ଶତାବ୍ଦୀ ପୂର୍ବରୁ ଉଦ୍ଦିଷ୍ଟ ହୋଇଥିଲା, ଯେତେବେଳେ 1 ମାର୍ଚ୍ଚ 1892 ରେ ମହାରାଜା ପ୍ରତାପ ସିଂହଙ୍କ ଦ୍ୱାରା ଜମ୍ମୁ-ଶ୍ରୀନଗର ରେଳ ସଂଯୋଗ ପାଇଁ ଏବଂ ପରେ 1898 ରେ ମହାରାଜା ରଣବୀର ସିଂହଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଶ୍ରୀନଗର…

Read More

ଡିଏଭି କଳିଙ୍ଗନଗରରେ ଓଡ଼ିଆ ପକ୍ଷ ଅବସରରେ ଓଡ଼ିଆ ନବ ବର୍ଷ ପାଳିତ

ତା ୧୫/୪/୨୦୨୫ ରିଖ: ଡିଏଭି ପବ୍ଲିକ ସ୍କୁଲ କଳିଙ୍ଗ ନଗରରେ ଓଡ଼ିଆ ପକ୍ଷ ଅବସରରେ ଓଡ଼ିଆ ଜାତିର ପାରମ୍ପରିକ ନବ ବର୍ଷ ତଥା ମହାବିଷୁବ ସଙ୍କ୍ରାନ୍ତି ପାଳିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୋଜିତ ଓଡ଼ିଆ ପକ୍ଷ ସାରା ରାଜ୍ୟରେ ନୂଆ ଢଙ୍ଗରେ ଏପ୍ରିଲ ୧  ତାରିଖ ଓଡ଼ିଶା ଦିବସରୁ ଏପ୍ରିଲ ୧୪ ତାରିଖ ମହାବିଷୁବ ସଙ୍କ୍ରାନ୍ତି ପର୍ଯ୍ୟନ୍ତ ମହା ଆଡମ୍ବରରେ ପାଳନ କରାଯାଇଛି । ପ୍ରତ୍ଯେକ ଓଡ଼ିଆଙ୍କ ମଧ୍ୟରେ ଭାଷା ପ୍ରୀତିକୁ ଜାଗ୍ରତ କରିବା…

Read More

ଚର୍ମ ରୋଗ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ             

ଭବାନୀପାଟଣା ତା ୧୬/୪/୨୫(ଜଗନ୍ନାଥ ଏକ୍ସପ୍ରେସ୍) କଳାହାଣ୍ଡି ଜିଲ୍ଲା ଏସବିଆଇ ଓ ରାମକି ଫାଉଣ୍ଡେସନ ଏବଂ ଟାଉନ୍ ଉଚ୍ଚ ବିଦ୍ୟାଳୟ ପୁରୁଣାପଡା ଭବାନୀପାଟଣା ର ମିଳିତ ସହଯୋଗ ରେ ଆଜି ଭବାନୀପାଟଣା ର ସ୍ଥାନୀୟ ଟାଉନ ଉଚ୍ଚ ବିଦ୍ୟାଳୟ ରେ ଏକ ବିଶେଷ ଚାର୍ମ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେଇଯାଇଛି। ବିଦ୍ୟାଳୟ ର ପ୍ରାଧାନ ଶିକ୍ଷକ ଗୋରେଖ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଶିବିରରେ ଅନ୍ୟ ଶିକ୍ଷକ ମାନଙ୍କ ଭିତରେ ଲଳିତା ନାୟକ, ପୁଷ୍ପାଞ୍ଜଳୀ ରଥ…

Read More
Back To Top
× How can I help you?