*ଈଶ୍ବର ସର୍ବତ୍ର ବିଦ୍ୟମାନ-ମୌଲାନା ହଲିମ ଖାନ୍* ୫୮ତମ କେରଙ୍ଗ ସର୍ବଧର୍ମ ଶାନ୍ତି ସମ୍ମିଳନୀ ଉଦଘାଟିତ ଖୋର୍ଦ୍ଧା:୧୨/୪ ଖୋର୍ଦ୍ଧା ଉପକଣ୍ଠ କେରଙ୍ଗ ଅହମଦୀୟା ମୁସଲିମ ସଂଗଠନ ପକ୍ଷରୁ ୫୮ତମ କେରଙ୍ଗ ସର୍ବଧର୍ମ ଶାନ୍ତି ସମ୍ମିଳନୀ ଉଦଘାଟିତ ହୋଇଛି । ଏହି ସର୍ବଧର୍ମ ଶାନ୍ତି ସମ୍ମିଳନୀରେ ସଂସ୍କାର ଓ ନିର୍ଦ୍ଦେଶ ବିଭାଗର ଉପମୁଖ୍ୟ ମୌଲାନା ଅବ୍ଦୁଲ ଓକିଲ ନିଆଜ ପୌରହିତ୍ୟ କରିଥିଲେ । ସଭାକାର୍ଯ୍ୟ ଅହମଦୀୟା ମୁସଲିମ ଧର୍ମଧ୍ବଜା ଉତ୍ତ୍ବଳନ ଓ ସାମୂହିକ ନିରବ ପ୍ରାର୍ଥନା ସହ ଆରମ୍ଭ ହୋଇଥିଲା…

Read More

ଓଡ଼ିଆ ଆଲବମ ‘ତୋ ପାଖରେ ମନ ହଜେଇ’ର ଅଡ଼ିଓରିଲିଜ

ଭୁବନେଶ୍ୱର,୧୨.୪ : ମା’ ସୁନଦେଇ ପ୍ରଡକ୍ସନ ଓବି.କେ କି୍ରଏସନ ଓଡ଼ିଆ ତରଫରୁ ଭୁବନେଶ୍ୱରଆଇଆରସି ଭିଲେଜସ୍ଥିତ ଡି ବ୍ରେକ କାଫେରେ ଏକସୁନ୍ଦର ଓଡ଼ିଆ ଆଧୁନିକ ଆଲବମ୍ ‘ତୋ ପାଖରେ ମନହଜେଇ’ର ଅଡ଼ିଓ ରିଲିଜି ହୋଇଯାଇଛି । ଏହିକାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକପି୍ରୟଦର୍ଶୀ ମିଶ୍ର ଏବଂ ପ୍ରଯୋଜକ ବିବେକାନନ୍ଦବାରିକ, ପ୍ରଭାତୀ ବାରିକ, ଗାୟକ ସ୍ମୃତିପ୍ରତୀକ ଓସୁଜନ୍ୟା ରଥ, ସଙ୍ଗୀତ ଓ ଲେଖକ ରାଗ ନାୟକଙ୍କ ସମେତ ବହୁଜ୍ଞାନୀଗୁଣି ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ ।ଶେଷରେ ପ୍ରଯୋଜକ ନନ୍ଦ…

Read More

ଭାରତ ବିକାଶ ପରିଷଦବାଣୀବିହାର ଶାଖାର ୯ମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର, ୧୨.୪ : ଭାରତ ବିକାଶ ପରିଷଦ ବାଣୀବିହାର ଶାଖାରନବମ ପ୍ରତିଷ୍ଠା ଦିବସ ଶନିବାର ରେଡ଼କ୍ରସ ଭବନ ସଭାଗୃହରେ ଅନୁଷ୍ଠିତହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡ. ଦୁର୍ଗାଶଙ୍କର ପଟ୍ଟନାୟକ ମୁଖ୍ୟଅତିଥି, ଶ୍ରୀ ସତ୍ୟବାଦୀ ଦାଶ ସମ୍ମାନିତ ଅତିଥି ଏବଂ ଶ୍ରୀ ପୂର୍ଣ୍ଣଚନ୍ଦ୍ରଖୁଣ୍ଟିଆ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ସେବା ଏବଂ ସମର୍ପଣ ସମ୍ପର୍କରେସେମାନଙ୍କର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ତିନିଜଣ ବିଶିଷ୍ଟସମାଜସେବୀ ଡ. ସୁଭଦ୍ରା ଦେବୀ, ଶ୍ରୀ କ୍ଷୀରୋଦ ଜେନା ଏବଂ ଶ୍ରୀ ଉମାକାନ୍ତପଟ୍ଟନାୟକଙ୍କୁ…

Read More

ବନଦୁର୍ଗା ମହୋତ୍ସବ ହେଲା ଉଦ୍‌ଯାପିତଶାନ୍ତି, ମୁକ୍ତି, ପ୍ରଗତି ନହେଲେ ହେବ କ୍ରାନ୍ତି- ନରସିଂହ

ବିସ୍ଥାପିତ ଙ୍କ ସମସ୍ୟାର ସମାଧାନ ନିମନ୍ତେ ଆସିଲା ବିଭିନ୍ନ ପ୍ରସ୍ତାବପ୍ରଶାସନ ଓ ସରକାରଙ୍କୁ ମହୋତ୍ସବ ଜରିଆରେ କରାଗଲା ଦୃଷ୍ଟିଆକର୍ଷଣବଲାଙ୍ଗିର,୧୨/୪/୨୫- ଅଂଚଳର ଲୋକେ ସରଳ, ଏକ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆମ ଲୋକେ ନିଜର ଘର ଦ୍ୱାର, ଜମି, ଜଙ୍ଗଲ, ବିଦ୍ୟାଳୟ, ମନ୍ଦିର, ଆତ୍ମୀୟ ସ୍ୱଜନ ଛାଡି କିଏ ଥଇଥାନ କଲୋନି ଗଲେ କିଏ ପୁଣିି ନିଜସ୍ୱ ଉଦ୍ୟମରେ ଥଇଥାନ ହେଲେ । ଏହି ଜିଲ୍ଲା ଶସ୍ୟ ଶ୍ୟାମଳ ହେବ ବୋଲି, ପ୍ରଗତି ର ରାସ୍ତା ରେ ଆଗକୁ…

Read More
Back To Top
× How can I help you?