2024-25 ଆର୍ଥିକ ବର୍ଷରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୂର୍ବତଟ ରେଳପଥର ରେକର୍ଡ _
● ଖୋର୍ଦ୍ଧା ରୋଡ୍–ବଲାଙ୍ଗିର ରେଳ ଲାଇନ ପ୍ରକଳ୍ପର 73.16 କିଲୋମିଟର ରେଳ ଲାଇନ କେବଳ 2024-25 ଆର୍ଥିକ ବର୍ଷରେ ସମାପ୍ତ ଏବଂ କାର୍ଯ୍ୟକ୍ଷମ ହୋଇଛି । ● ଓଡ଼ିଶାରେ ଅନ୍ୟ ରେଳ ଲାଇନ ପ୍ରକଳ୍ପଗୁଡ଼ିକ ମଧ୍ୟ ପ୍ରଗତି ପଥରେ ଆଗେଇ ଚାଲିଛି । ଭୁବନେଶ୍ୱର, 07.04.2025: ପୂର୍ବତଟ ରେଳପଥ 2024-25 ଆର୍ଥିକ ବର୍ଷରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ନୂତନ ରେକର୍ଡ ସ୍ଥାପନ କରିଛି । ଏହି ସମୟ…