ଗୋଚର ଜମି ଉପରେ ବେଆଇନ ଖଣି ଖନନ ଖଣି ବିଭାଗ ର ହସ୍ତକ୍ଷେପ ପରେ ସ୍ଥଗିତ

ଭବାନୀପାଟଣା ତା ୫/୪/୨୫(ଜଗନ୍ନାଥ ଏକ୍ସପ୍ରେସ୍)କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ପଞ୍ଚାୟତ ଗ୍ରାମ କଲୋନୀ ରେ କିଛି ଦିନ ତଳେ ବାଲି ଓ ଖଣି ଖନନ ଚୋରା ଚାଲାଣ ପାଈ ଖୋଦ ମନ୍ତ୍ରୀ ମାନ୍ୟବର ବିଭୂତି ଭୂଷଣ ଜେନା ଓ ରାଜସ୍ବ ମନ୍ତ୍ରୀ ମାନ୍ୟବର ସୁରେଶ ପୂଜାରୀ କଳାହାଣ୍ଡି ଗ୍ରସ୍ତ ରେ ଆସି କଳାହାଣ୍ଡି ଜିଲ୍ଲାପାଲ ଙ୍କ ସମ୍ଭୁଖରେ ଖଣି ଅଧିକାରୀ କୁ ତାଗିଦ୍ କରିଥିଲେ । ଯାହାଫଳରେ ଖଣି ବିଭାଗ ଟିମ୍ ଗଠନ କରି ବିଭିନ୍ନ…

Read More

ଅମୃତ ଯୋଜନାରେ ଆଧୁନିକ ଭିତ୍ତିଭୂମି ଉତ୍ତର ଓଡ଼ିଶାର ରେଳ ଷ୍ଟେସନଗୁଡ଼ିକରେ ବିପ୍ଳବ ଆଣିବ:

ଭୁବନେଶ୍ୱର, ୦୬.୦୪.୨୦୨୫ ଭାରତୀୟ ରେଳ ଏହାର ଅମୃତ ଷ୍ଟେସନ ଯୋଜନାର ଅଂଶ ଭାବରେ ଓଡ଼ିଶାର ଉତ୍ତର ଭାଗରେ ବିଭିନ୍ନ ରେଳ ଷ୍ଟେସନଗୁଡ଼ିକର ପୁନର୍ବିକାଶ କରୁଅଛି । ଏହି ପୁନର୍ବିକାଶ ଲକ୍ଷ୍ୟ ହେଉଛି ପ୍ରମୁଖ ରେଳ ଷ୍ଟେସନଗୁଡ଼ିକୁ ଆଧୁନିକ ସୁବିଧା ସହିତ ପରିବର୍ତ୍ତନ କରିବା, ଯାତ୍ରୀମାନଙ୍କ ପାଇଁ ସାମଗ୍ରିକ ଯାତ୍ରା ଅଭିଜ୍ଞତାକୁ ବୃଦ୍ଧି କରିବା ଏବଂ ଆଞ୍ଚଳିକ ସ୍ତରରେ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା । ଏହି ପୁନର୍ବିକାଶ ଭିତ୍ତିଭୂମିର ଉନ୍ନତି, ସୁବିଧାସୁଯୋଗର ଆଧୁନିକୀକରଣ ଏବଂ ଯାତ୍ରୀ ମାନଙ୍କ…

Read More
Back To Top
× How can I help you?