ପୂର୍ବତଟ ରେଳପଥ କ୍ରୀଡ଼ା ସଂଗଠନ (ଇକୋର୍ସା) ବାର୍ଷିକ ସାଧାରଣ ପରିଷଦ ବୈଠକ :

ଭୁବନେଶ୍ୱର, 22.03.2025: ପୂର୍ବତଟ ରେଳପଥ କ୍ରୀଡ଼ା ସଂଗଠନ (ଇକୋର୍ସା)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଇତିମଧ୍ୟରେ ଆୟୋଜିତ ହୋଇଯାଇଅଛି । କ୍ରୀଡ଼ା ଭିତ୍ତିଭୂମି ବିକାଶ, ତୃଣମୂଳ ସ୍ତରରେ କ୍ରୀଡ଼ାକୁ ପ୍ରୋତ୍ସାହନ ଏବଂ କ୍ରୀଡ଼ା ପ୍ରଶାସନରେ ସର୍ବାଙ୍ଗୀନ ଉତ୍କର୍ଷତା ସମୀକ୍ଷା ଉପରେ ଏହି ବାର୍ଷିକ ସାଧାରଣ ପରିଷଦ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ବୈଠକର ଅଧ୍ୟକ୍ଷତା କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ରେଳପଥରେ କ୍ରୀଡାର ବିକାଶ ସହିତ ଏହାର ଭିତ୍ତିଭୂମି ଉନ୍ନତି କ୍ଷେତ୍ରରେ…

Read More

ଏପ୍ରିଲ ୨ ରୁ “ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ” କଳାହାଣ୍ଡିରେ ପ୍ରସ୍ତୁତି ଜୋରଦାର।

ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବାଣ୍ଟିଲେ ଜିଲ୍ଲାପାଳ କଳାହାଣ୍ଡି ଜିଲ୍ଲା ରୁ ମାଧବ ସାହୁ ଜଗନ୍ନାଥ ଏକ୍ସପ୍ରେସ୍  ଭବାନୀପାଟଣା, ତା ୨୦/୩/୨୫(ଜଗନ୍ନାଥ ଏକ୍ସପ୍ରେସ୍) କଳାହାଣ୍ଡି ଜିଲ୍ଲା ରେ ଜାତୀୟ ଶିକ୍ଷା ନୀତି ଆଧାରରେ ଏବର୍ଷ କେବଳ ପ୍ରଥମ ଶ୍ରେଣୀ ପିଲା ନୁହନ୍ତି, ଶିଶୁବାଟିକା ପିଲା ମଧ୍ୟ ବିଦ୍ୟାଳୟରେ ନାମ ଲେଖାଇବେ। ଏପ୍ରିଲ ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା “ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ-“୨୦୨୫ ଅବସରରେ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କୁ ନିଆରା ଢଙ୍ଗରେ ସ୍ଵାଗତ…

Read More

ଓଡ଼ିଶା ‘ପ୍ରଗତି’ ଦଳର ସପ୍ତମ ପ୍ରତିଷ୍ଠା ଦିବସ

ମାଌ୰୩୯;ର ସମ୍ମାନ ଦେଶର ସମ୍ମାନ ଆମର ସଂକଳ୍ପ ମଦମୁକ୍ତ ଓଡ଼ିଶା ଭୁବନେଶ୍ୱର, ୨୦.୩ : ନିଶା ହିଁ ବିନାଶର ସମସ୍ତ କାରଣ । ନିଶା ଯୋଗୁଁ ଗାଁ ବିକଶିତଓ ଓଡ଼ିଶାର ବିକାଶ ଅସମ୍ଭବ । ମଦ ଦ୍ୱାରା ଆଜି ସମାଜରେ ବିଭିନ୍ନ କୁ-ପ୍ରଭାବ ପଡ଼ିବାସହିତ ନାରୀ ନିର୍ଯ୍ୟାତନା, ଗଣ ଦୁଷ୍କର୍ମ, ଶିଶୁ କନ୍ୟାଠାରୁ ନେଇ ବୃଦ୍ଧା, ଦୃଷ୍ଟିହୀନ-ଦିବ୍ୟାଙ୍ଗପର୍ଯ୍ୟନ୍ତ । ଅପହରଣ, ହତ୍ୟା, ରାହାଜାନି, ସଡ଼କ ଦୁର୍ଘଟଣା, ପାରିବାରିକ ହିଂସା ଦିନକୁ ଦିନବଢ଼ି·ଲିଛି । ଆଜି ମାତୃଶକ୍ତି ଅସୁରକ୍ଷିତ…

Read More

ଭାରତୀୟରେଳବାଇଦ୍ୱାରାବରିଷ୍ଠନାଗରିକ, ମହିଳାଏବଂଦିବ୍ୟାଙ୍ଗଜନବ୍ୟକ୍ତିଙ୍କପାଇଁତଳବର୍ଥଆବଣ୍ଟନରସ୍ୱତନ୍ତ୍ରବ୍ୟବସ୍ଥା :

●       ବରିଷ୍ଠ ନାଗରିକ, ମହିଳା ଏବଂ ଦିବ୍ୟାଙ୍ଗଜନ ବ୍ୟକ୍ତିଙ୍କ ପାଇଁ ତଳ ବର୍ଥର ବ୍ୟବସ୍ଥାକୁ ସହଜ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି  | ●       ବରିଷ୍ଠ ନାଗରିକ, 45 ବର୍ଷରୁ ଅଧିକ ବୟସର ମହିଳା ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ନିମ୍ନ ବର୍ଥ ସ୍ଥିର କରାଯାଇଛି  | ●       ରାଜଧାନୀ ଏବଂ ଶତାବ୍ଦୀ ଭଳି ଟ୍ରେନ ସମେତ ସମସ୍ତ ମେଲ/ଏକ୍ସପ୍ରେସ ଟ୍ରେନରେ ଦିବ୍ୟାଙ୍ଗଜନ ବ୍ୟକ୍ତିଙ୍କ ପାଇଁ ସଂରକ୍ଷଣ କୋଟା  | କେନ୍ଦ୍ର ରେଳ, ସୂଚନା ଓ…

Read More

ଯାତ୍ରୀଙ୍କସୁଗମଯାତାୟାତପାଇଁଷ୍ଟେସନଗୁଡ଼ିକରେବ୍ୟାପକସୁରକ୍ଷାବ୍ୟବସ୍ଥା :

ଲୋକସଭାରେ ପ୍ରଶ୍ନକାଳରେ ଜଣେ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପର୍ବପର୍ବାଣୀ ସମୟରେ ଯାତ୍ରୀଙ୍କ ଭିନ୍ନ ଭିନ୍ନ ଗତିବିଧି ଯୋଗୁଁ ପ୍ରତ୍ୟେକ ରେଳ ଷ୍ଟେସନରେ ନିର୍ଦ୍ଦିଷ୍ଟ ପରିଚାଳନାଗତ ଚ୍ୟାଲେଞ୍ଜ ରହିଛି। ଯାତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥା ଏବଂ ଗତିବିଧିକୁ ସୁବ୍ୟବସ୍ଥିତ କରିବା ପାଇଁ, ସରକାରୀ ରେଳ ପୋଲିସ (GRP), ସ୍ଥାନୀୟ ପୋଲିସ ଏବଂ ସ୍ଥାନୀୟ ବେସାମରିକ ପ୍ରଶାସନ ସମେତ ସମସ୍ତ ଅଂଶୀଦାରଙ୍କୁ ସାମିଲ କରି ଷ୍ଟେସନ ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ କରାଯାଏ ଏବଂ…

Read More

ଦେଶ ପ୍ରଥମ, ସର୍ବଦା ପ୍ରଥମ ମନୋଭାବ ନେଇ ଆଗକୁ ବଢ଼ନ୍ତୁ: ଅଶ୍ୱିନୀ ବୈଷ୍ଣବ

● ଆଜି ଭାରତ ବିଶ୍ୱର ସର୍ବବୃହତ ରେଳ ରପ୍ତାନିକାରୀ ଦେଶ ହୋଇପାରିଛି। ● ଖୁବ୍ ଶୀଘ୍ର ବିହାରରେ ତିଆରି ଲୋକୋମୋଟିଭ୍ ବିଶ୍ୱରେ ପ୍ରସିଦ୍ଧ ହେବ। ● ବର୍ତ୍ତମାନ ଭାରତୀୟ ରେଳବାଇରେ ସୁରକ୍ଷାକୁ ପ୍ରାଥମିକତା ଦେଇ ଅନେକ ବୈଷୟିକ ପରିବର୍ତ୍ତନ କରାଯାଇଛି। ● ଭାରତୀୟ ରେଳବାଇ 2020 ପରଠାରୁ ଯାତ୍ରୀ ଭଡ଼ା ବୃଦ୍ଧି କରିନାହିଁ। ● କେନ୍ଦ୍ର ସରକାର ପ୍ରତ୍ୟେକ ରାଜ୍ୟ ପାଇଁ ରେଳ ବିକାଶ କ୍ଷେତ୍ରରେ ଏକ ଐତିହାସିକ ବଜେଟ୍ ଆବଣ୍ଟନ କରିଛନ୍ତି। ● ଭବିଷ୍ୟତ ପିଢ଼ି…

Read More

ମହିଳା ଙ୍କୁ ସ୍ବାବଲମ୍ବୀ କରିବା ପାଇଁ କଳିଙ୍ଗ ମହିଳା ଶକ୍ତିର ପ୍ରୟାସ।

ପାରାଦ୍ବୀପ,୧୭/୦୩(ନି.ପ୍ର): ବିଶ୍ବ ପାଳୁଛି ଆନ୍ତର୍ଜାତୀୟ ମହିଳା ଦିବସ ସେଇ ପରି ପ୍ରେକ୍ଷିରେ ଏକ ସପ୍ତାହ ଧରି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଆସୁଛି କଳିଙ୍ଗ ମହିଳା ଶକ୍ତି । ଏହି ଅବସରରେ ମହିଳା ଦିବସ ର ଶେଷ ଦିନରେ କୁଜଙ୍ଗ ବ୍ଲକ ଗଣ୍ଡକିପୁର ଗ୍ରାମରେ ଶତାଧିକ ମହିଳା ମାନଙ୍କୁ ନେଇ ଏକ ସଭା ଆୟୋଜନ କରିବା ସହିତ ସ୍ଥାନୀୟ ଅଞ୍ଚଳର ଫତେପୁର, ବଗଦିଆ, କୋଠି, ଡ଼ାଳିମ୍ବପୁର, ପ୍ରତାପୁର, କୁଜଙ୍ଗ,ବଳରାମପୁର ଓ ଗଣ୍ଡକିପୁର ଗ୍ରାମର ମହିଳା ମାନଙ୍କୁ ୪୦…

Read More

ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର

ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଭବାନୀପାଟଣା ତା :/୧୭/୩(ଜଗନ୍ନାଥ ଏକ୍ସପ୍ରେସ୍)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରେ ମାର୍ଚ୍ଚ ୧୭ ତାରିଖରେ ଅନୁଷ୍ଠିତ ହୋଇଛି ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର। ଶିବିରରେ ୪୨ ଜଣ ଅଭିଯୋଗକାରୀ ସେମାନଙ୍କ ନାମ ପଞ୍ଜିକୃତ କରିଥିବାବେଳେ ଆରଏଚ, ପେନସନ ଓ ଅନ୍ୟାନ୍ୟ ସମସ୍ୟା ଗୁଡିକ ଉପରେ ଅଭିଯୋଗ କାରୀ ଅଭିଯୋଗ କରିଥିବା ଜଣା ପଡ଼ିଛି। ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କ ଉପସ୍ଥିତିରେ ଜିଲ୍ଲା ଓ ବ୍ଲକ ସ୍ତରୀୟ…

Read More

ତୂଳୀରେ କ୍ରୁରତା ଶୂନ୍ୟ ହୋଲିର ସନ୍ଦେଶଜୀବଜନ୍ତୁ ଉପରକୁ ରଙ୍ଗ ମାରନ୍ତୁ ନାହିଁ

ଭୁବନେଶ୍ୱର: ତା୧୧.୦୩: ଆଉ ଦିନ କେଇଟା ପରେ ରଙ୍ଗର ପର୍ବହୋଲି  । ରଙ୍ଗର ପର୍ବ ହୋଲିରେ ଅଧିକାଂଶ ସମୟରେ ଦେଖିବାକୁ ମିଳେବୁଲା ଗୋରୁଗାଈ, ଷଣ୍ଢ, ବିରାଡ଼ି, କୁକୁର ଆଦି ଜୀବମାନଙ୍କଶରୀର ରାସାୟନିକଯୁକ୍ତ ରଙ୍ଗରେ ରଙ୍ଗୀନ ହୋଇଯାଇଥାଏ  । ଏହି ରଙ୍ଗଯଦି କୌଣସି ଜୀବଜନ୍ତୁଙ୍କର ଆଖି ସଂସ୍ପର୍ଶରେ ଆସିଯାଏ ତେବେସେମାନଙ୍କ ଦୃଷ୍ଟିଶକ୍ତି ଚାଲିଯାଇଥାଏ  । ଯଦି ସେମାନଙ୍କ ଦେହରେ ଏହି ରଙ୍ଗପଡ଼େ ସେମାନେ ଚାଟିଚୁଟି ସଫା କଲାବେଳେ ତାହା ସିଧା ପେଟକୁଚାଲିଯାଏ  । ପରବର୍ତ୍ତୀ ସମୟରେ ଅନେକ ନିରୀହ…

Read More

ଏପ୍ରିଲ ୭ ରୁ ଆରମ୍ଭ ହେବ ବନଦୁର୍ଗା ମହୋତ୍ସବ, ସଂସ୍କୃତିର ସୁରକ୍ଷା ଓ ସମସ୍ୟା ସମାଧାନର ବାଟ ଦେଖାଇବ ମହୋତ୍ସବ : ନରସିଂହ

ବଲାଙ୍ଗିର :  ଏକ ବୃହତ୍ତର ସ୍ୱାର୍ଥ ରକ୍ଷା ପାଇଁ ଲୋୟର ସୁକତେଲ ବୁଡି ଅଂଚଳର ଲୋକେ ସବୁ କିଛି ତ୍ୟାଗ କରିଛନ୍ତି । ମା, ମାଟି, ମନ୍ଦିର, ଆତ୍ମୀୟ ସ୍ୱଜନ ଏ ସମସ୍ତଙ୍କୁ ଛାଡି ୨୯ ଖଣ୍ଡ ଗାଁର ଲୋକେ ବିସ୍ଥାପିତ ଅବା ପ୍ରଭାବିତ ହୋଇଛନ୍ତି l ସମସ୍ତ ଙ୍କ ଆରାଧ୍ୟା ଦେବୀ ମାଁ ବନଦୂର୍ଗାଦେବୀ ଙ୍କ ନାମରେ ବନଦୁର୍ଗା ମହୋତ୍ସବ କମିଟି ଗଠନ କରି ବନଦୁର୍ଗା ମହୋତ୍ସବ ସହ ମନ୍ଦିର ର ପୁନଃଉଦ୍ଧାର କରିବାକୁ ଏକତ୍ରିତ…

Read More
Back To Top
× How can I help you?