ଅନ୍ତୋଦୟ ଗୃହ ଯୋଜନା”ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭବାନୀପାଟଣା ତା ୩୦/୩/୨୫(ଜଗନ୍ନାଥ ଏକ୍ସପ୍ରେସ୍)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କ୍ରୀଷ୍ଣାନଗର ପଡିଆଠାରେ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଯୋଗ୍ୟ ହିତାଧୂକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ ସହ ୩ ବର୍ଷରେ ୭ ହଜାର ୫୫୦ କୋଟି ଟଙ୍କା,ଏ ବାବଦରେ ବିନିଯୋଗ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଶେଷକରି କେଉଁମାନଙ୍କୁ ଏହି ଯୋଜନାରେ ଘର ମିଳିବ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଭିନ୍ନକ୍ଷମ, ବିଧବା, ରୋଗାକ୍ରାନ୍ତି ଏବଂ ଶହୀଦ ପରିବାରକୁ ଏହି ଯୋଜନାରେ…

Read More

ଆନ୍ତର୍ଜାତୀୟ ତୃତୀୟଲିଙ୍ଗି ଦିବସ

ରାଜ୍ୟରେ ତୃତୀୟଲିଙ୍ଗି ୱେଲଫେୟାର ବୋର୍ଡ଼ ଗଠନ କରାଯାଉ-ପ୍ରତାପ ସାହୁ, ପୂର୍ବତନ ଅଧ୍ୟକ୍ଷ ଭୁବନେଶ୍ୱର, ୩୦.୩. : ମାର୍ଚ୍ଚ ୩୧ ତାରିଖ ଆନ୍ତର୍ଜାତୀୟ ତୃତୀୟଲିଙ୍ଗି ଦିବସ । ଏହି ଦିବସସାରା ବିଶ୍ୱରେ ପାଳନ ହେଉଥିବା ବେଳେ ଭାରତରେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲା ବାରାଜ୍ୟରେ ଧୁମ୍ଧାମ୍ରେ ପାଳନ କରୁଛନ୍ତି । କିନ୍ତୁ ବଡ଼ ଦୁଃଖର ବିଷୟ ଭାରତର ହାତଗଣତିକେତୋଟି ରାଜ୍ୟକୁ ଛାଡ଼ିଦେଲେ ଅନ୍ୟ କୌଣସି ରାଜ୍ୟରେ ତୃତୀୟଲିଙ୍ଗି ୱେଲଫେୟାରବୋର୍ଡ଼ ଗଠନ କରାଯାଇ ନାହିଁ । ଓଡ଼ିଶାରେ…

Read More
Back To Top
× How can I help you?