ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ:

ଭୁବନେଶ୍ୱର, 28 ମାର୍ଚ୍ଚ, 2025: ଏକ ଉଲ୍ଲେଖନୀୟ ସଫଳତାରେ, ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷ ଶେଷ ହେବାର 10 ଦିନ ପୂର୍ବରୁ 250 କୋଟି ଟଙ୍କାର ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟକୁ ସଫଳତାର ସହ ଅତିକ୍ରମ କରିଛି । ରେଳବାଇ ବୋର୍ଡ ଦ୍ୱାରା 2024-25 ଆର୍ଥିକ ବର୍ଷ ପାଇଁ 250 କୋଟି ଟଙ୍କାର ଲକ୍ଷ୍ୟ ଧାର୍ଯ୍ୟକୁ 21 ମାର୍ଚ୍ଚ, 2025 ରେ ହାସଲ କରାଯାଇଥିଲା। ଏହି ତାରିଖ ସୁଦ୍ଧା, ପୂର୍ବତଟ ରେଳପଥ ମୋଟ 265.62 କୋଟି ଟଙ୍କାର…

Read More

ସ୍କାଉଟସ୍ ଏବଂ ଗାଇଡସ୍ର “ପ୍ରତିବିମ୍ବ” ଶିିବିର

ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼ସ୍ ଦ୍ୱାରା ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସ୍କାଉଟ ଏବଂ ଗାଇଡ୍ମାନଙ୍କୁ ନେଇ ଗତ ୨୫ ତାରିଖରୁ ଆରମ୍ଭ ହୋଇଥିବା “ପ୍ରତିବିମ୍ବ” ଆଜି ସଂଧ୍ୟାରେ ଉଦ୍ୟାପିତ ହୋଇଅଛି । ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳି ପ୍ରସାଦ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେଯେ ଏହି ଶିବିରଟି ପିଲାମାନଙ୍କ ପାଇଁ ବହୁ ଉପାଦେୟ ହେବ । ଓଡିଶାର ବିଭିନ୍ନ କୋଣ ଅନୁକୋଣରେ ଲୁଚି ରହିଥିବା ଯୁବ ପ୍ରତିଭାମାନଙ୍କୁ ଖୋଜି…

Read More
Back To Top
× How can I help you?