ରେଳସେବାପୁରସ୍କାର: ପ୍ରତିବଦ୍ଧତା, ଉତ୍ସର୍ଗଏବଂଉତ୍କର୍ଷତାକୁସମ୍ମାନ !

● ପୂର୍ବତଟ ରେଳପଥ ମୁଖ୍ୟାଳୟ ଏବଂ ମଞ୍ଚେଶ୍ୱର ରେଳ ଡବା ମରାମତି କାରଖାନାର 13 ଜଣ ରେଳ କର୍ମଚାରୀଙ୍କୁ 2024 ବର୍ଷ ପାଇଁ ରେଳ ସେବା ପୁରସ୍କାରରେ ସମ୍ମାନିତ କରାଯାଇଛି । ଭୁବନେଶ୍ୱର, 26.03.2025: ଅନୁକରଣୀୟ ସେବା, ନିଷ୍ଠା ଏବଂ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ ପୂର୍ବତଟ ରେଳପଥ ମୁଖ୍ୟାଳୟ ଏବଂ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନାର 13 ଜଣ ରେଳ କର୍ମଚାରୀଙ୍କୁ ପ୍ରତିଷ୍ଠିତ ରେଳ ସେବା ପୁରସ୍କାର 2024 ରେ ସମ୍ମାନିତ କରାଯାଇଅଛି ।  ପୂର୍ବତଟ ରେଳପଥର…

Read More

ଜନସାଧାରଣଙ୍କ ସୁବିଧା ପାଇଁ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ସେବା ଦିବସ ସଂଶୋଧିତ

●      ଯାତ୍ରୀଙ୍କ ସୁବିଧା ପାଇଁ ପ୍ରତିବଦ୍ଧ, ପୂର୍ବତଟ ରେଳପଥ ଭୁବନେଶ୍ୱର, 26.03.2025: ଯାତ୍ରୀ ସୁବିଧାକୁ ବୃଦ୍ଧି କରିବା ପାଇଁ 20835/20836 ରାଉରକେଲା-ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ସେବା ସୂଚୀକୁ ସଂଶୋଧନ କରାଯାଇଛି । ବର୍ତ୍ତମାନ ଶନିବାର ବ୍ୟତୀତ ପ୍ରତିଦିନ ଚଳାଚଳ କରୁଥିବା ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଏବେ ମଙ୍ଗଳବାର ବ୍ୟତୀତ ପ୍ରତିଦିନ ଚଳାଚଳ କରିବ। ସଂଶୋଧିତ ସେବା ସମୟସୂଚୀ ଏହିପରି ହେବ… ଏହି ଟ୍ରେନ ପାଇଁ 3 ଜୁନ୍ 2025 ଠାରୁ ସାପ୍ତାହିକ ଛୁଟି…

Read More

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ

ରେଳ ସୁରକ୍ଷା ଆୟୁକ୍ତ ଶ୍ରୀ ବ୍ରିଜେଶ ମିଶ୍ର ତାଙ୍କର ଦୁଇ ଦିନିଆ ପୂର୍ବତଟ ରେଳପଥ ପରିଦର୍ଶନ ସମୟରେ ବୌଦ୍ଧ ଏବଂ ପୁରୁଣାକଟକ ମଧ୍ୟରେ ନବନିର୍ମିତ 26.888 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ରେଳ ଲାଇନର ଯାଞ୍ଚ କରିଛନ୍ତି ଯାହା ଦ୍ୱାରା ନିର୍ମାଣ କାର୍ଯ୍ୟ ଚାଲୁଥିବା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ନୂତନ ଭାବରେ ନିର୍ମାଣ ହୋଇଥିବା ରେଳ ଲାଇନର ସୁରକ୍ଷା ଦିଗଗୁଡ଼ିକର ସମୀକ୍ଷା କରାଯାଇଥିଲା । ସମସ୍ତ ସୁରକ୍ଷା ସମ୍ବନ୍ଧୀୟ ମାନଦଣ୍ଡ ଆକଳନ କରିବା ପାଇଁ ଏକ…

Read More

ରାଷ୍ଟ୍ରର ବିକାଶରେ ଉଦ୍ୟୋଗୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି

ଭୁବନେଶ୍ୱର ତା 27/03/25 ଓଡିଶା ଉଦ୍ୟୋଗୀ ପରିବାରର ଚତୁର୍ଥ ବାର୍ଷିକ ଉତ୍ସବ ସହିତଆଲୋଚନା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସ୍ଥାନୀୟ ସ୍ବସ୍ତିପ୍ରିମିୟମ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି lସଂଗଠନର ସଭାପତି, ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ଆବାହକତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସିଡବି ଡିଜିଏମ ପ୍ରଦ୍ୟୁମ୍ନ ଚୌଧୁରୀ, ମୁଖ୍ୟବକ୍ତା ଭାବେ ଆଇଆଇଟି ଗଭର୍ଣ୍ଣିଙ୍ଗ ବଡି ସଦସ୍ୟସତ୍ୟବ୍ରତ ପଣ୍ଡା, ସମ୍ମାନିତ ଅତିଥି ଭାବେ ବଡ଼ଖବରର ମୁଖ୍ୟ ସମ୍ପାଦକ ଅର୍ଧେନ୍ଦୁ ଦାସ ଯୋଗଦେବାସହିତ ରାଷ୍ଟ୍ରର ବିକାଶରେ ଉଦ୍ୟୋଗୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି…

Read More
Back To Top
× How can I help you?