ବଲାଙ୍ଗୀର ଠାରେ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା 2024-25 ଉଦଯାପିତ
ବଲାଙ୍ଗୀର ଠାରେ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା 2024-25 ଉଦଯାପିତ ହୋଇଯାଇଛି ପାଞ୍ଚ ଦିନ ଧରି ଚାଲିଥିବା ଏହି ମେଳା କୁ ମାନ୍ୟବର କୃଷିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମହୋଦୟ ଉଦଘାଟନ କରିଥିଲେ lପାଞ୍ଚ ଦିନ ଧରି ଚାଲି ଥିବା ଏହି ମେଳା ରେ ବଲାଙ୍ଗୀର ଜିଲ୍ଲା ସହ ବିଭିନ୍ନ ଜିଲ୍ଲା ର ଚାଷୀ ମାନେ ମଧ୍ୟ ସାମିଲ ହୋଇ ଥିଲେ l ଏହି ମେଳା ରେ ବହୁତ ପ୍ରକାର କୃଷି ଯନ୍ତ୍ରପାତି ପ୍ରଦର୍ଶିତ ହୋଇଥିଲା…