ଏପ୍ରିଲ ୨ ରୁ “ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ” କଳାହାଣ୍ଡିରେ ପ୍ରସ୍ତୁତି ଜୋରଦାର।

ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବାଣ୍ଟିଲେ ଜିଲ୍ଲାପାଳ କଳାହାଣ୍ଡି ଜିଲ୍ଲା ରୁ ମାଧବ ସାହୁ ଜଗନ୍ନାଥ ଏକ୍ସପ୍ରେସ୍  ଭବାନୀପାଟଣା, ତା ୨୦/୩/୨୫(ଜଗନ୍ନାଥ ଏକ୍ସପ୍ରେସ୍) କଳାହାଣ୍ଡି ଜିଲ୍ଲା ରେ ଜାତୀୟ ଶିକ୍ଷା ନୀତି ଆଧାରରେ ଏବର୍ଷ କେବଳ ପ୍ରଥମ ଶ୍ରେଣୀ ପିଲା ନୁହନ୍ତି, ଶିଶୁବାଟିକା ପିଲା ମଧ୍ୟ ବିଦ୍ୟାଳୟରେ ନାମ ଲେଖାଇବେ। ଏପ୍ରିଲ ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା “ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ-“୨୦୨୫ ଅବସରରେ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କୁ ନିଆରା ଢଙ୍ଗରେ ସ୍ଵାଗତ…

Read More

ଓଡ଼ିଶା ‘ପ୍ରଗତି’ ଦଳର ସପ୍ତମ ପ୍ରତିଷ୍ଠା ଦିବସ

ମାଌ୰୩୯;ର ସମ୍ମାନ ଦେଶର ସମ୍ମାନ ଆମର ସଂକଳ୍ପ ମଦମୁକ୍ତ ଓଡ଼ିଶା ଭୁବନେଶ୍ୱର, ୨୦.୩ : ନିଶା ହିଁ ବିନାଶର ସମସ୍ତ କାରଣ । ନିଶା ଯୋଗୁଁ ଗାଁ ବିକଶିତଓ ଓଡ଼ିଶାର ବିକାଶ ଅସମ୍ଭବ । ମଦ ଦ୍ୱାରା ଆଜି ସମାଜରେ ବିଭିନ୍ନ କୁ-ପ୍ରଭାବ ପଡ଼ିବାସହିତ ନାରୀ ନିର୍ଯ୍ୟାତନା, ଗଣ ଦୁଷ୍କର୍ମ, ଶିଶୁ କନ୍ୟାଠାରୁ ନେଇ ବୃଦ୍ଧା, ଦୃଷ୍ଟିହୀନ-ଦିବ୍ୟାଙ୍ଗପର୍ଯ୍ୟନ୍ତ । ଅପହରଣ, ହତ୍ୟା, ରାହାଜାନି, ସଡ଼କ ଦୁର୍ଘଟଣା, ପାରିବାରିକ ହିଂସା ଦିନକୁ ଦିନବଢ଼ି·ଲିଛି । ଆଜି ମାତୃଶକ୍ତି ଅସୁରକ୍ଷିତ…

Read More
Back To Top
× How can I help you?