ତୂଳୀରେ କ୍ରୁରତା ଶୂନ୍ୟ ହୋଲିର ସନ୍ଦେଶଜୀବଜନ୍ତୁ ଉପରକୁ ରଙ୍ଗ ମାରନ୍ତୁ ନାହିଁ

ଭୁବନେଶ୍ୱର: ତା୧୧.୦୩: ଆଉ ଦିନ କେଇଟା ପରେ ରଙ୍ଗର ପର୍ବହୋଲି  । ରଙ୍ଗର ପର୍ବ ହୋଲିରେ ଅଧିକାଂଶ ସମୟରେ ଦେଖିବାକୁ ମିଳେବୁଲା ଗୋରୁଗାଈ, ଷଣ୍ଢ, ବିରାଡ଼ି, କୁକୁର ଆଦି ଜୀବମାନଙ୍କଶରୀର ରାସାୟନିକଯୁକ୍ତ ରଙ୍ଗରେ ରଙ୍ଗୀନ ହୋଇଯାଇଥାଏ  । ଏହି ରଙ୍ଗଯଦି କୌଣସି ଜୀବଜନ୍ତୁଙ୍କର ଆଖି ସଂସ୍ପର୍ଶରେ ଆସିଯାଏ ତେବେସେମାନଙ୍କ ଦୃଷ୍ଟିଶକ୍ତି ଚାଲିଯାଇଥାଏ  । ଯଦି ସେମାନଙ୍କ ଦେହରେ ଏହି ରଙ୍ଗପଡ଼େ ସେମାନେ ଚାଟିଚୁଟି ସଫା କଲାବେଳେ ତାହା ସିଧା ପେଟକୁଚାଲିଯାଏ  । ପରବର୍ତ୍ତୀ ସମୟରେ ଅନେକ ନିରୀହ…

Read More

ଏପ୍ରିଲ ୭ ରୁ ଆରମ୍ଭ ହେବ ବନଦୁର୍ଗା ମହୋତ୍ସବ, ସଂସ୍କୃତିର ସୁରକ୍ଷା ଓ ସମସ୍ୟା ସମାଧାନର ବାଟ ଦେଖାଇବ ମହୋତ୍ସବ : ନରସିଂହ

ବଲାଙ୍ଗିର :  ଏକ ବୃହତ୍ତର ସ୍ୱାର୍ଥ ରକ୍ଷା ପାଇଁ ଲୋୟର ସୁକତେଲ ବୁଡି ଅଂଚଳର ଲୋକେ ସବୁ କିଛି ତ୍ୟାଗ କରିଛନ୍ତି । ମା, ମାଟି, ମନ୍ଦିର, ଆତ୍ମୀୟ ସ୍ୱଜନ ଏ ସମସ୍ତଙ୍କୁ ଛାଡି ୨୯ ଖଣ୍ଡ ଗାଁର ଲୋକେ ବିସ୍ଥାପିତ ଅବା ପ୍ରଭାବିତ ହୋଇଛନ୍ତି l ସମସ୍ତ ଙ୍କ ଆରାଧ୍ୟା ଦେବୀ ମାଁ ବନଦୂର୍ଗାଦେବୀ ଙ୍କ ନାମରେ ବନଦୁର୍ଗା ମହୋତ୍ସବ କମିଟି ଗଠନ କରି ବନଦୁର୍ଗା ମହୋତ୍ସବ ସହ ମନ୍ଦିର ର ପୁନଃଉଦ୍ଧାର କରିବାକୁ ଏକତ୍ରିତ…

Read More

ଯାତ୍ରୀଙ୍କଯାତ୍ରାସୁବିଧାପାଇଁପୂର୍ବତଟରେଳପଥପକ୍ଷରୁଅଧିକହୋଲିସ୍ପେଶାଲ୍ ଟ୍ରେନ :

ହୋଲି ପର୍ବ ସମୟରେ ବର୍ଦ୍ଧିତ ଯାତ୍ରୀ ଚାହିଦାକୁ ପୂରଣ କରିବା ପାଇଁ ପୂର୍ବତଟ ରେଳପଥ ପ୍ରମୁଖ ସ୍ଥାନଗୁଡ଼ିକୁ ସ୍ୱତନ୍ତ୍ର ଟ୍ରେନ ସଂଯୋଗ ଯୋଜନା କରି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନେଇଛି | ଏହି ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକ ଯାତ୍ରୀମାନଙ୍କ ପାଇଁ ଅତିରିକ୍ତ ଯାତ୍ରା ବିକଳ୍ପ ପ୍ରଦାନ କରିବ ଏବଂ ନିୟମିତ ଟ୍ରେନ୍‌ଗୁଡ଼ିକରେ ଭିଡ଼ କମ କରିବାରେ ସାହାଯ୍ୟ କରିବ | ବିଶାଖାପାଟଣା–ପାଟନା ହୋଲି ସ୍ୱତନ୍ତ୍ର ଟ୍ରେନ୍ ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବତଟ ରେଳପଥ ମଧ୍ୟରୁ…

Read More

ଆମପାଣି ଗ୍ରାମ ପଞ୍ଚାୟତକୁ ବ୍ଲକ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ 

କଳାହାଣ୍ଡି ଜିଲ୍ଲା ରୁ ମାଧବ ସାହୁ ଜଗନ୍ନାଥ ଏକ୍ସପ୍ରେସ୍  ଭବାନୀପାଟଣା ତା ୧୨/୩(ଜଗନ୍ନାଥ ଏକ୍ସପ୍ରେସ୍)ରାଜ୍ୟ ସରକାର ନୂତନ ବ୍ଲକ ଓ ପଂଚାୟତ ଗଠନ ନିମନ୍ତେ ନିକଟ ଅତୀତରେ ଗଣ ମାଧ୍ୟମରେ ଖବର ପ୍ରସାରିତ ହେବାପରେ ବହୁତ ଦିନରୁ ଆଶାବାନ୍ଧି ରହିଥିବା ଗ୍ରାମ ପଂଚାୟତ ଗୁଡିକ କସରତ ଆରମ୍ଭ କରିଦେଇଛନ୍ତି। ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନବରଙ୍ଗପୁର ଜିଲ୍ଲା ସୀମାରେ ଅବସ୍ଥିତ ଆମପାଣି ଠାରେ ବ୍ଲକ ସ୍ଥାପନା ନେଇ ବୁଧବାର ପୂର୍ବାହ୍ନ ୧୨ଟା ରେ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନକ୍ରମେ…

Read More
Back To Top
× How can I help you?