*କଳାହାଣ୍ଡି- ନୂଆପଡ଼ା ଜିଲ୍ଲାରେ ରେଳ ବିକାଶ ଦାବି*
*କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ କଳାହାଣ୍ଡି ରେଳଯାତ୍ରୀ ସଂଘର ସଭାପତି* କଳାହାଣ୍ଡି ଜିଲ୍ଲା ରୁ ମାଧବ ସାହୁ ଜଗନ୍ନାଥ ଏକ୍ସପ୍ରେସ୍ ଭବାନୀପାଟଣା, ୧୦/୦୩(ଜଗନ୍ନାଥ ଏକ୍ସପ୍ରେସ୍)- ସ୍ୱାଧୀନତାର ଦୀର୍ଘ ଦଶନ୍ଧୀ ଧରି ଅବିଭକ୍ତ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ବିଭିନ୍ନ ରେଳ ସମସ୍ୟା ମଧ୍ୟରେ ରହିଥିବାବେଳେ ବିଭିନ୍ନ ସମୟରେ ନିର୍ବାଚିତ ଜନ ପ୍ରତିନିଧି ଓ ସରକାରଙ୍କ ଉଦ୍ୟମ କ୍ରମେ ବ୍ୟବସ୍ଥାରେ କିଛିଟା ସୁଧାର ହୋଇପାରିଛି। କିନ୍ତୁ ଏହାସତ୍ତ୍ୱେ ଉଭୟ ଜିଲ୍ଲାରେ ରହିଛି ଅନେକ ରେଳ ସମସ୍ୟା। ତେବେ ଏହିସବୁ…