ମହିଳାମାନେ ସମୃଦ୍ଧ ହେଲେ ସମାଜ ଶୃଙ୍ଖଳିତ ହେବ : ଜଷ୍ଟିସ ରଥ
ଭୁବନେଶ୍ୱର, ୯.୩ : ନାରୀ କେବେ ଦୁର୍ବଳ କିମ୍ବା ଅବହେଳିତା ନୁହଁନ୍ତି । ସେମାନେ ସବଳା ଓଶକ୍ତିମୟୀ । ମା’ ହିଁ ଘରର ମେରୁଦଣ୍ଡ । ସେ ହିଁ ପରିବାରକୁ ଏକାଠି ରଖିପାରେ, ପରିବାରର ସଦସ୍ୟଙ୍କୁଆଗକୁ ବଢିବାରେ ସହଯୋଗ କରିପାରେ । ତେଣୁ ମହିଳାମାନେ ସମୃଦ୍ଧ ହେଲେ ସମାଜ ଶୃଙ୍ଖଳିତ ଓସୁସଂଗଠିତ ହୋଇପାରିବ ବୋଲି ଅବସରପ୍ରାପ୍ତ ବି·ରପତି ତଥା ଶ୍ରୀମନ୍ଦିର ରନôଭଣ୍ଡାର କମିଟିରଅଧ୍ୟକ୍ଷ ବିଶ୍ୱନାଥ ରଥ କହିଛନ୍ତି ।ସ୍ଥାପନା ·ରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଓଡ଼ିଶା ମହିଳା…