
ପଦ୍ମଶ୍ରୀ ବଳିଆଙ୍କ ୫ ଦିନିଆ ଗୀତା କଥା ସହ ପରିବାର ପରିବେଶ ଓ ଗଣତନ୍ତ୍ରକୁ ନେଇ ଆଲୋଚନାଚକ୍ର
ପଦ୍ମଶ୍ରୀ ବଳିଆଙ୍କ ୫ ଦିନିଆ ଗୀତା କଥା ସହ ପରିବାର ପରିବେଶ ଓ ଗଣତନ୍ତ୍ରକୁ ନେଇ ଆଲୋଚନାଚକ୍ରଭୁବନେଶ୍ୱର, ୧୨.୧୨ : ଆଗାମୀ ୨୦୨୫ ମସିହା ଜାନୁଆରୀ ୨ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ପ୍ରତ୍ୟହ ସନ୍ଧ୍ୟା ୬ ଘଟିକା ସମୟରେ ଜ୍ଞାନ ବିଜ୍ଞାନ ସମ୍ବଳିତ ଗୀତା କଥା କହିବେ ଓଡ଼ିଶାର ବିଶିଷ୍ଟ ସନ୍ଥ, ସଂସ୍କାରକ ତଥା ପରିବେଶ ଓ ଗଣତନ୍ତ୍ରପ୍ରେମୀ ପଦ୍ମଶ୍ରୀ ଶ୍ରୀମଦ୍ ବାବା ବଳିଆ ।ଅନନ୍ତ ବଳିଆ ଟ୍ରଷ୍ଟର ଭୁବନେଶ୍ୱର ଶାଖା…